ଭୁବନେଶ୍ୱର //ଧଉଳି ଚlରୁକଳା ମହାବିଦ୍ୟାଳୟ ରେ ଏକତା ଟ୍ରଷ୍ଟ ତରଫରୁ ଶିଶୁ ଅଧିକାର ଓ ଜୀବନ କୌଶଳ ଶିକ୍ଷା କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହେଇଥିଲା.କାର୍ଯ୍ୟକ୍ରମ ରେ ପୂର୍ବତନ ଶିଶୁ କଲ୍ୟାଣ କମିଟି, ସଦ୍ୟସ୍ୟା ଶ୍ରୀମତୀ କାନ୍ତା ମହାନ୍ତି, ଜୁଭେନାଇଲ ଜୁସ୍ଟିସ ର ପୂର୍ବତନ ସଦସ୍ୟ ଶ୍ରୀଯୁକ୍ତ ଅଶୋକ ବେହେରା ଉପସ୍ଥିତ ରହିଥିଲେ

Spread the love

ଶିଶୁ ଅଧିକାର ଓ ଜୀବନ ଶିକ୍ଷା କୌଶଳ କାର୍ଯ୍ୟକ୍ରମ

ଭୁବନେଶ୍ୱର :(ଦର୍ଶନ ସମୀକ୍ଷା)

ଆଜି ଧଉଳି ଚlରୁକଳା ମହାବିଦ୍ୟାଳୟ ରେ ଏକତା ଟ୍ରଷ୍ଟ ତରଫରୁ ଶିଶୁ ଅଧିକାର ଓ ଜୀବନ କୌଶଳ ଶିକ୍ଷା କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହେଇଥିଲା.
ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଶିଶୁ କଲ୍ୟାଣ କମିଟି, ସଦ୍ୟସ୍ୟା ଶ୍ରୀମତୀ କାନ୍ତା ମହାନ୍ତି, ଜୁଭେନାଇଲ ଜୁସ୍ଟିସ ର ପୂର୍ବତନ ସଦସ୍ୟ ଶ୍ରୀଯୁକ୍ତ ଅଶୋକ ବେହେରା ଉପସ୍ଥିତ ରହି ବିଦ୍ୟାଳୟ ର ପିଲା ମାନଙ୍କୁ ଶିଶୁ ମାନଙ୍କର ଶିକ୍ଷା ଅଧିକାର, ସୁରକ୍ଷା, ପ୍ରେମ ଓ ସନମାନ ର ଅଧିକାର ଉପରେ ବିସ୍ତୃତ ଆଲୋଚନା କରିଥିଲେ ଯାହା ଶିଶୁଙ୍କ ସାରରିକ, ମାନସିକ ଓ ଆତ୍ମିକ ବିଶ୍ୱାସ ପାଇଁ ଅତ୍ୟନ୍ତ ଆବଶ୍ୟକ.
ଶିଶୁ ଙ୍କ ଜୀବନ କୌଶଳ ଶିକ୍ଷା ବିଷୟ ରେ ଏକତା ର ଅଧକ୍ଷା ଇଂ ଦୀପ୍ତିରେଖା ପଟ୍ଟନାୟକ ପିଲା ମାନଙ୍କୁ ତାଙ୍କର ବେବହାରିକ ଜୀବନ ରେ ସଠିକ ନିଷ୍ପତି ନେବା, ଦୁଃସମୟ ରେ ଧର୍ଯ୍ୟ ଧରିବା, ଅନ୍ୟ ଙ୍କ ସହିତ ଭଲ ସମ୍ପର୍କ ଗଢିବା ଓ ନିଜ ଆତ୍ମ ବିଶ୍ୱାସ ବଢାଇବା ବିଷୟରେ ଆଲୋଚନା କରି ଥିଲେ.


ଏ ହି କାର୍ଯ୍ୟକ୍ରମ ଟି ଏକ ଟା ଟ୍ରଷ୍ଟ ର ଟ୍ରଷ୍ଟି ଶ୍ରୀ ରବି ମହାରଣା ସଭାପତିତ୍ବ କରିବା ସହିତ ପରିଚାଳନା କରି ଥିଲେ. ଏ ହି କର୍ମଶାଳା ରେ ଚାରୁ କଳା ମହାବିଦ୍ୟାଳୟ ସମ୍ପାଦକ ଶ୍ରୀ ରବି ଶଙ୍କର ଦାସ, ପ୍ରଧାନ ଶିକ୍ଷକ ଶ୍ରୀ ପଞ୍ଚାନନ ସାମଲ ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *