ପାକିସ୍ତାନ ଆକ୍ରମଣକରିଛି :ପ୍ରତିରକ୍ଷାମନ୍ତ୍ରାଳୟ
ପାକିସ୍ତାନର ଆଟାକକୁ ନେଇ ପ୍ରତିରକ୍ଷା ମନ୍ତ୍ରାଳୟର ବୟାନ
ଜମ୍ମୁ, ପଠାନକୋଟ, ଉଧମପୁର ଏୟାରବେସରେ ଆକ୍ରମଣ ହୋଇଛି’
ପାକିସ୍ତାନର ଡ୍ରୋନ୍ ଓ ମିଜାଇଲ୍ ଆକ୍ରମଣକୁ ନିଷ୍କ୍ରିୟ କରାଯାଇଛି’
ଆକ୍ରମଣରେ କେହି ମୃତାହତ କିମ୍ବା କୌଣସି କ୍ଷୟକ୍ଷତି ହୋଇନି’
ଦେଶର ସାର୍ବଭୌମତ୍ବ ରକ୍ଷା ପାଇଁ ସେନା ପ୍ରସ୍ତୁତ’
ପୁରୀରେବଢିଲାସୁରକ୍ଷାବ୍ୟବସ୍ଥା

ଭାରତ-ପାକ ଯୁଦ୍ଧ ଭିତରେ ଓଡ଼ିଶାରେ ହାଇଆଲର୍ଟ । ପୁରୀ ଶ୍ରୀମନ୍ଦିରରେ ବଢିଲା ସୁରକ୍ଷା ବ୍ୟବସ୍ଥା ।
ହୀରାକୁଦରେବଢ଼ିଲା_ସୁରକ୍ଷା
- ସମ୍ବଲପୁର ହୀରାକୁଦ ଡ୍ୟାମରେ ବଢ଼ିଲା ସୁରକ୍ଷା
- ଆଜିଠାରୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍ ମନା
ସାମିଲହେବଟେରିଟୋରିଆଲ୍_ଆର୍ମି
ଟେରିଟୋରିଆଲ୍ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଏନେଇ ସ୍ଥଳସେନା ମୁଖ୍ୟଙ୍କୁ କ୍ଷମତା ଦେଲେ ସରକାର
ଟେରିଟୋରିଆଲ୍ ଆର୍ମିର ଅଧିକାରୀଙ୍କୁ ଯୋଗଦେବାକୁ ନିର୍ଦ୍ଦେଶ
ସେନାକୁ ସହଯୋଗ କରିବାକୁ ସାମିଲ୍ ହେବ ଟେରିଟୋରିଆଲ୍ ଆର୍ମି
୩୨ଟି ବାଟାଲିୟନରୁ ୧୪ଟି TA ବାଟାଲିୟନ ବିଭିନ୍ନ କମାଣ୍ଡରେ ମୁତୟନ ହେବେ.
Leave a Reply