ବ୍ରହ୍ମପୁର :=ଦର୍ଶନ ସମୀକ୍ଷା (ରାମନାଥ ଗନ୍ତାୟତ)
ଗତ କାଲି ଅର୍ଥାତ୍ ତା -୧୫/୦୯/୨୦୨୫ ରିଖ ସୋମବାର ସନ୍ଧ୍ୟା ୪ଘଣ୍ଟ ସମୟ ରେ କୃଷକ ମୋର୍ଚ୍ଚା ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ସେବାପକ୍ଷ ନିମନ୍ତେ ଏକ ବୈଠକ ବ୍ରହ୍ମପୁର ,ହିଲପାଟଣା ଠାରେ ଅନୁଷ୍ଠିତ ହେଇଥିଲା। ସମସ୍ତେ ଅନୁରୋଧ କ୍ରମେ ଏହିସଭା ରେ ଯୋଗ ଦେଇଥିଲେ ଓ ସଫଲ୍ୟ ମଣ୍ଡିତ କରିଥିଲେ, ଏହି କାର୍ଯ୍ୟକ୍ରମ କୁ ଗଜେନ୍ଦ୍ର ଚୌଧୁରୀ କୃଷକ ମୋର୍ଚ୍ଚା ପରିଚାଳନା କରିଥିଲେ।ଜିଲ୍ଲା ସଭାପତି ସରୋଜ ସାବତ,ସୂର୍ଯ୍ୟ ନାରାୟଣ ଦାସ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟନନ୍ଦ ଦାସ, ଗଞ୍ଜାମ ମିଡିଆ ସେଲ ସଭାପତି ରାମନାଥ ଗନ୍ତାୟତ,ତ୍ରିନାଥ ମହାପାତ୍ର, ବଦ୍ରୀ ନାଥ ସାବତ, ମଧୁ ସୁଧନ ସାହୁ, ବିଜୟ ମୁଦୁଲି,a ବାବୁଲା ପାତ୍ର, ବିନୋଦ ସିଂ, , ନିବେଦିତା ପାଢ଼ୀ,ମାଗତା ଭାଇ,ରବି,ସାବତ, ଆଶ୍ୱିନ ରଥ, ରଘୁନାଥ ସାମନ୍ତରା, ଶୁଭ୍ରାଂଶୁ ପ୍ରଧାନ, ବିଶ୍ଵ ଦେବ ସମ୍ପଦ ଭାଇ, ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରଭାରୀ ପ୍ରଦୀପ ସାହୁ , ଗୋପାଳ ରଥ, ପ୍ରଫୁଲ୍ଲ କୁମାର ସାହୁ, କାହ୍ନା ଗୌଡ଼, ପଦ୍ମ ପରିଡ଼ା ଏବଂ କୃଷକ ମୋର୍ଚ୍ଚା ର ସଦସ୍ୟ ମାନେ ଉପସ୍ଥିତ ଥିଲେ l
Leave a Reply