Spread the love

ଭୁବନେଶ୍ବରରେବିଲ୍‌ଗେଟ୍‌ସ!.

ଆଜି କୃଷି ଭବନ ପରିଦର୍ଶନ କରିବେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ
କୃଷିର ଉନ୍ନତି ପାଇଁ ୨୦୧୭ରେ ରାଜ୍ୟ ସହ ଚୁକ୍ତି କରିଥିଲେ
ମା’ ମଙ୍ଗଳା ବସ୍ତି ପରିଦର୍ଶନ କରିବେ ବିଲ୍‌
ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ କରିବେ ବିଲ୍‌ ଗେଟ୍‌ସ!.
ଭୁବନେଶ୍ବରବସ୍ତିବୁଲିଲେବିଲ୍‌ଗେଟ୍‌ସ!.

ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ । ଘରକୁ ଘର ଯାଇ ବସ୍ତି ବାସିନ୍ଦାଙ୍କ ଲୋକଙ୍କ ଜୀବନଶୈଳୀ ପଚାରିବୁଝୁଛନ୍ତି ବିଲ୍!.

Leave a Reply

Your email address will not be published. Required fields are marked *