Spread the love

ବଳଭଦ୍ର ମାଝୀଙ୍କ ଇସ୍ତଫା

ବିଜେଡିରୁ ଇସ୍ତଫା ଦେଲେ ବଳଭଦ୍ର ମାଝୀ
କଳାହାଣ୍ଡି ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ
ଦଳରେ ଚରମ ଅବହେଳା ନେଇ ଅଭିଯୋଗ
ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ!
ବିଜେଡି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଥିବା ସୂଚନା
ବିଜେଡିରେ କୋଟେରୀ ରାଜ୍: ବଳଭଦ୍ର
ବିଜେଡିରେ କୋଟେରୀ ଗ୍ରୁପ୍‌ ସକ୍ରିୟ କହିଲେ ବଳଭଦ୍ର ମାଝୀ
ଦଳରୁ ଇସ୍ତଫା ଦେଲା ପରେ ବିଷ ଉଦ୍‌ଗାରିଲେ ବଳଭଦ୍ର
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା କଲି, ଭେଟିବାକୁ ଦିଆଗଲାନି’
ଜଣେ କର୍ମଚାରୀ ମାଧ୍ୟମରେ ଭେଟିବାକୁ କୁହାଗଲା- ବଳଭଦ୍ର
-‘ଉଦ୍ୟମ କରି ବି ଭେଟିପାରିଲି ନାହିଁ, ତେଣୁ ଇସ୍ତଫା ଦେଲି’
ବିଜୁ ଜନତା ଦଳରେ କୋଟେରୀ ଗ୍ରୁପ୍‌ ସକ୍ରୀୟ ଅଛନ୍ତି କହିଲେ ବଳଭଦ୍ର*
ପ୍ୟାରୀଙ୍କ ପାଖରେ ଯେଉଁ କୋଟେରୀ ଥିଲେ, ଏବେ ପାଣ୍ଡିଆନଙ୍କ ପାଖରେ’
‘ସେ କୋଟେରୀ ଥିବା ପର୍ଯ୍ୟନ୍ତ ମୋତେ କେବେ ବି ସୁଯୋଗ ମିଳିବନି’*

Leave a Reply

Your email address will not be published. Required fields are marked *