Spread the love

ମୋ ପୁଅକୁ ବିଜେଡ଼ି ଉତ୍ସାହିତ କରୁଛି…

ବିଜେଡ଼ି ମୋ ସାନ ପୁଅକୁ MP ପାଇଁ ଅଫର ଦେଇଛି। କିଛି ଦିନ ତଳୁ ବିଜେଡ଼ିରେ ମିଶି ସାରନ୍ତାଣି। କିନ୍ତୁ , ମୁଁ ତାକୁ ବୁଝେଇ ବୁଝେଇ ରଖିଛି। ଯଦି ସେ ଅନ୍ୟ ଦଳକୁ ଯାଏ ତେବେ , ମୁଁ ତାପାଇଁ ପ୍ରଚାର କରିବିନି କି ମୋ ଭୋଟ ତାକୁ ଯିବନି: ସୁରେଶ ରାଉତରାୟ, କଂଗ୍ରେସ ବିଧାୟକ , ଜଟଣୀ!.

Leave a Reply

Your email address will not be published. Required fields are marked *