Spread the love

କଟକ, ତା୦୬।୦୩(ନି.ପ୍ର) : ଓଡ଼ିଶାର ପ୍ରବାଦ ପୁରଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଉପଲକ୍ଷେ ମର୍କତନଗର ସ୍ଥିତ ୭ନଂ ସେକ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ୫ନଂ କର୍ପୋରେଟର ପ୍ରିୟମ୍ବଦା ସ୍ୱାଇଁ, ସିଏମସି ସ୍ବାସ୍ଥ୍ୟ କମିଟି ଅଧ୍ୟକ୍ଷା ଦିପ୍ତିମୟୀ ମୂଳିଆ, ୭ନଂ କର୍ପୋରେଟର ମମତା ନାୟକ, ୱାର୍ଡ ସଭାପତି କେଦାରନାଥ ମିଶ୍ର, ବରିଷ୍ଠ ନାଗରିକ ରବୀନ୍ଦ୍ରନାଥ ପଣ୍ଡା, ବିପ୍ରଚରଣ ଦାସଙ୍କ ସମେତ ସ୍ଥାନୀୟ ମହିଳା ଯୁବ ଗୋଷ୍ଠୀ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *