ବାହାରିନ// ରାଜଧାନି ମାନାମା ଠାରେ ଓଡିଶାର ପବିତ୍ର ପର୍ବ ସାବିତ୍ରୀ ବ୍ରତ ବହୁତ ଧୂମଧାମରେ ପାଳିତ ହୋଇଯାଇଛି ।ବାହାରିନ ଓଡ଼ିଆ ସମାଜର ପ୍ରାୟ ଶତାଧିକ ମହିଳା ଏକତ୍ରିତ ହୋଇ ଏଇ ପବିତ୍ର ସାବିତ୍ରୀ ବ୍ରତ ପାଳନ କରିଥିଲେ – ଭରତ ଚନ୍ଦ୍ର ମହାରଣା କଟକ ଦର୍ଶନ ସମୀକ୍ଷା

Spread the love

ବାହାରିନ :26/5/25(darshansamikhya)

ବାହାରିନର ରାଜଧାନି ମାନାମା ଠାରେ ଓଡିଶାର ପବିତ୍ର ପର୍ବ ସାବିତ୍ରୀ ବ୍ରତ ବହୁତ ଧୂମଧାମରେ ପାଳିତ ହୋଇଯାଇଛି ।
ବାହାରିନ ଓଡ଼ିଆ ସମାଜର ପ୍ରାୟ ଶତାଧିକ ମହିଳା ଏକତ୍ରିତ ହୋଇ ଏଇ ପବିତ୍ର ସାବିତ୍ରୀ ବ୍ରତ ପାଳନ କରିଥିଲେ ।
ଲକ୍ଷ୍ମୀ ନାରାୟଣ ମୂର୍ତି ତିଆରି କରି ପୂଜା ଅର୍ଚନା ପରେ ସ୍ୱାମୀଙ୍କୁ ଅଭିବାଦନ ଜଣାଇ ଆଶୀର୍ବାଦ ଗ୍ରହଣ କରିଥିଲେ ସମସ୍ତ ମହିଳା ।ଓଡିଶା ରୁ ୫୦୦୦ କିଲୋମେଟର ଦୂରରେ ରହି ମଧ୍ୟ ଆମ ଓଡିଆ ପରମ୍ପରାକୁ ବଜାୟ ରଖିଥିବାରୁ ସମସ୍ତ ମହିଳା ମାନଙ୍କୁ ବାହାରିନ ଓଡ଼ିଆ ସମାଜର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଧନ୍ୟବାଦ ଗ୍ୟାମ୍ପନ କରିଥିଲେ ।

Leave a Reply

Your email address will not be published. Required fields are marked *