Spread the love

ତା ୧୪.୦୯.୨୦୧୪ରିଖର
” ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି”—

” ବୋତଲ ସହିତ ମୋର ସଂପର୍କରୁ ଏତିକି ଜାଣିଛି ଯେ ବୋତଲର ସମସ୍ୟା, ତାହାର ଉପର ବେକଠାରେ( Bottleneck)ଅଛି”।
– କାମରେ ବାଧା ସୃଷ୍ଟି- ଅସୁବିଧାର କାରଣ-

( ଭାରତର ପୂର୍ବତନ ଏକନମ୍ବରବାବୁ ତଥା କ୍ୟାବିନେଟ ସଚିବ
ଶ୍ରୀ ଟି.ଏସ.ଆର. ସୁବ୍ରମଣ୍ୟମ, ତାଙ୍କ ଲିଖିତ “JOURNEYS THROUGH BABUDOM AND NETALAND: GOVERNANCE IN INDIA” ବହିର ଷୋହଳ ପୃଷ୍ଠାରେ ଏପରି ମନ୍ତବ୍ୟ ଦେଇଥିଲେ, IAS ପାଇବା ପରେ ପ୍ରଥମେ SDO ଥିବା ସମୟରେ ଜଣେ ଉଚ୍ଚସ୍ତରୀୟ (top) ବାବୁ ନିଜେ କିଛି ନକରିବା ବା କରେଇଦେଉନଥିବା ଭଳି ନିଜର ଅଭିଜ୍ଞତାରୁ –
(“My experience with bottles indicates that the bottlenecks are at the top.”
Bottleneck Explained- A point of congestion in a production system that slows or stops progress).
….. 🍷…..

ଓଡିଶାରେ ସଂପୂର୍ଣ୍ଣ ନିଶା ନିବାରଣ ପ୍ରଚଳନ ଉପରେ ଚାଲିଥିବା ଝକମଝକା ପରିପ୍ରେକ୍ଷୀରେ ।

    ସମସ୍ୟାଟି ସେହି "ଉପରେ" କି?

Leave a Reply

Your email address will not be published. Required fields are marked *