Spread the love

 

*📝ବଡ଼ ବଡ଼ ଗାଡି ଜମି କୋଠାବାଡ଼ି*
*ଦେଖି ହେଉ ବାଟବଣା,*
*ଗୋଟିଏ ଘାଆକୁ ନଥିବ ପଇସା*
*ସେବେ ହେବ ମନ ଊଣା।*

*📝ବିଲୁଆ ଭାରି ଚତୁର ହେବା ସତ୍ତ୍ଵେବି ମଣିଷ କିନ୍ତୁ କୁକୁର ପୋଷେ କାରଣ ସଙ୍ଗ ହିସାବରେ ଚତୁରଠୁ ବିଶ୍ବସ୍ଥତା ବେଶୀ ପ୍ରୟୋଜନ ।*

*📝ପୃଥିବୀର ସବୁଠୁ ବଡ ମାୟା ଜାଲ ହେଉଛି ସଂସାର, ହଜାରେ କଷ୍ଟ ପରେ ବି ଭାଙ୍ଗି ଦେଇ ହୁଏନାହିଁ, ଗୋଟିଏ ସଂସାରରେ କେତେ ଯେ ଜଞ୍ଜାଳ ଥାଏ ତାହା ହିସାବର ଉର୍ଦ୍ଧ୍ବରେ ।*

*📝ନିଜକୁ Special ଭାବି ଜୀବନ ବିତାଇବା ଆରମ୍ଭ କର କାରଣ ଭଗବାନ କୌଣସି ଜିନିଷକୁ ବେକାର ବନେଇ ନାହାନ୍ତି ସବୁବେଳେ ସମସ୍ତେ ଅନେଇଥାନ୍ତି ଘରରମୁରବି ଉପରେ. ତେଣୁ ମୁରବି ବୟସ୍କ ହେଇଥାନ୍ତୁ କିମ୍ବା ଅଳ୍ପବୟସ୍କ ଭାବି ଚିନ୍ତି ନିଷ୍ପତି ନେବା ଆବଶ୍ୟକ.

Related Post

Leave a Reply

Your email address will not be published. Required fields are marked *

You Missed