ପଞ୍ଚାନନ କାନୁନଗୋ ନବୀନ ବାବୁ ନୂଆ ଆସିବା ବେଳେ କହୁଥିଲେ, ତାଙ୍କର ପିଲା କି ପରିବାର ନାହିଁ, ସେ କାହିଁକି ଦୁର୍ନୀତି କରିବେ?
ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ ସଭାରେ ଭାଷଣ ଦେଇ ସାରିବା ପରେ ଜଣେ ଅଧ୍ୟାପକ ଆସି ପଚାରିଲେ- ଆପଣଙ୍କ ବଡ଼ ଭାଇ ତ୍ରିଲୋଚନ କାନୁନଗୋଙ୍କର ତ ୪ ପିଲା ଅଛନ୍ତି, ତାହାଲେ ସେ କଣ ଦୁର୍ନୀତିଗ୍ରସ୍ତ?
ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କର ଅନେକ ପିଲା ଥିଲେ- ସେମାନେ ଦୁର୍ନୀତିଗ୍ରସ୍ତ?
ପୁସ୍ତକ: ମାନ୍ୟବର ମୁଖ୍ୟମନ୍ତ୍ରୀ
ଅନେକ ସରକାରୀ କର୍ମଚାରୀ ତାଙ୍କ ସ୍କୁଲ କଲେଜ ବେଳୁ RSS ସ୍ୱୟଂସେବକ ଅଛନ୍ତି। ମୁଁ ଜଣେ ସ୍ୱୟଂସେବକ। ଅନେକ ବିଜେଡି ଓ କଂଗ୍ରେସ ନେତା ବି ସ୍ୱୟଂସେବକ ଅଛନ୍ତି। ମୁଖ୍ୟ ବିଚାର ହେଉଛି- ଦେଶ ଓ ବିଶ୍ୱର ଉନ୍ନତିରେ ଯୋଗଦାନ: ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ
‘ଅପରେସନ ବ୍ଲୁ ଷ୍ଟାର’
ବାଣୀବିହାର ଛାତ୍ରାବାସ
୪ଟି ଛାତ୍ରାବାସରେ ବିଭିନ୍ନ ଦଳର ଯୁବ ନେତା, ଉବର-ଓଲା ଡ୍ରାଇଭର, ସ୍ୱିଗି-ଜାମାଟୋ କର୍ମଚାରୀ ରହୁଥିଲେ!
•ଅଣ-ଛାତ୍ରଙ୍କ କବଜାରେ ୧୮୭ ରୁମ
•ହଷ୍ଟେଲ ରୁମ ପାଇବାକୁ ଅପେକ୍ଷା କରିଛନ୍ତି ୨୫୦ ଛାତ୍ର
ମାନସ ମଙ୍ଗରାଜ ଯିବା ପରେ ଏହି ପଦ ଖାଲି ପଡ଼ିଛି।
କାହାକୁ ଦେବା ଉଚିତ ନା ଦରକାର ନାହିଁ?
*ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ମିଡିଆ ଆଡ଼ଭାଇଜର ଥିଲେ ବରିଷ୍ଠ ସାମ୍ବାଦିକ ସଞ୍ଜୟ ବାରୁ
*ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସରେ ମିଡିଆ ରିସର୍ଚ୍ଚରେ ସ୍ୱତନ୍ତ୍ର ଅଧିକାରୀ ଅଛନ୍ତି ବରିଷ୍ଠ ସାମ୍ବାଦିକ ଆଶୁତୋଷ ନାରାୟଣ ସିଂହ
ଯାହା କଲେ ଶୁଣିବ!
କାରଣ ଛଳନା ବଡ଼ ସମସ୍ୟା ସୃଷ୍ଟି କରେ!
Leave a Reply