ନେପାଳ ରେ ଆନ୍ଦୋଳନ ଛାତ୍ର ଓ ଯୁବକଙ୍କ ଦ୍ୱାରା ଆରମ୍ଭ ହୋଇଛି!ଫେସବୁକ, ହ୍ୱାଟ୍ସଆପ ଭଳି ୨୬ଟି ସୋସଲ ମିଡିଆ ପ୍ଲାଟଫର୍ମ ବ୍ୟାନ କରାଗଲା ବେଳେ ବ୍ୟାନ ହୋଇନଥିବା Discord ପ୍ଲାଟଫର୍ମରେ ଏକାଠି ହେବା ଓ ଦଙ୍ଗା ତିଆରି ସମ୍ପର୍କରେ ଆଲୋଚନା କରିଥିଲେ!ଏପର୍ଯ୍ୟନ୍ତ ଏହି ଛାତ୍ର ଯୁବକମାନେ କିଏ? କାମଚଳା ମୁଖ୍ୟ କିଏ ହେବ ସ୍ଥିର କରି ପାରୁନାହାନ୍ତି। ନିଜ ଭିତରେ ଧସ୍ତା – ଧସ୍ତି ହେଉଛନ୍ତି

Spread the love

ନେପାଳରେ ନେତା ଓ ତାଙ୍କ ପରିବାରର ଦୁର୍ନୀତିକୁ ନେଇ ଯୁବ ପିଢ଼ି ଦ୍ୱାରା ଆରମ୍ଭ ହୋଇଥିବା ହିଂସାରେ ପରେ ବାହ୍ୟ ଶକ୍ତି ପଶି ଥାଇପାରନ୍ତି!

ମାତ୍ର ପ୍ରଥମେ ଏହା ଛାତ୍ର ଓ ଯୁବକଙ୍କ ଦ୍ୱାରା ଆରମ୍ଭ ହୋଇଛି!
ଫେସବୁକ, ହ୍ୱାଟ୍ସଆପ ଭଳି ୨୬ଟି ସୋସଲ ମିଡିଆ ପ୍ଲାଟଫର୍ମ ବ୍ୟାନ କରାଗଲା ବେଳେ ବ୍ୟାନ ହୋଇନଥିବା Discord ପ୍ଲାଟଫର୍ମରେ ଏକାଠି ହେବା ଓ ଦଙ୍ଗା ତିଆରି ସମ୍ପର୍କରେ ଆଲୋଚନା କରିଥିଲେ!
ଏପର୍ଯ୍ୟନ୍ତ ଏହି ଛାତ୍ର ଯୁବକମାନେ କିଏ କାମଚଳା ମୁଖ୍ୟ ହେବ ସ୍ଥିର କରି ପାରୁନାହାନ୍ତି। ନିଜ ଭିତରେ ଧସ୍ତା – ଧସ୍ତି ହେଉଛନ୍ତି!

Leave a Reply

Your email address will not be published. Required fields are marked *