Spread the love

ଏବେ ନବୀନ ନିବାସରେ ସମୀକ୍ଷା , ଆଗକୁ ଗ୍ରାଉଣ୍ଡରେ ଆକ୍ସନ। ପରାଜୟ ପରେ ସଂଗଠନ ସଜାଡୁଛି ବିଜେଡି। ଆଉ ନଭେମ୍ବରରେ ମଇଦାନକୁ ଓହ୍ଲାଇବେ ନବୀନ।

ସାରା ରାଜ୍ୟ ବୁଲି କର୍ମୀ ଓ ନେତାଙ୍କୁ ଭେଟିବେ ବିଜେଡି ସୁପ୍ରିମୋ। ତେବେ ବିଜେପି କହିଛି ଯେଉଁ ଅଞ୍ଚଳ ବୁଲିନାହାନ୍ତି ସେ ସ୍ଥାନକୁ ଗଲେ ବାସ୍ତବ ଚିତ୍ର ଜାଣିପାରିବେ ନବୀନ। ସେପଟେ ସମୀକ୍ଷକଙ୍କ ମତରେ ଏବେ ବି ପଞ୍ଚାୟତରେ ବିଜେଡ଼ିର ଶକ୍ତି ରହିଛି!.

Leave a Reply

Your email address will not be published. Required fields are marked *