Spread the love Post navigation ପୋଲିସ asi ଗୋପାଳ ଦାସ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି ଚଲାଇ ହତ୍ୟା ର ବ୍ୟକ୍ତବ ବିଧାନସଭା ରେ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ଅଛନ୍ତି ଦୁଇ ଦୁଇ ଜଣ ଭାରତୀୟ ବଂଶୋଦ୍ଭବ । ରିପବ୍ଲିକାନ୍ ପାର୍ଟିରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି ନିକି ହାଲି ଏବଂବିବେକ ରାମସ୍ୱାମୀ ।
Spirituality Ram Navami Special//किष्किंधा पर्वत, रामायण में एक महत्वपूर्ण स्थान है, जहां भगवान राम और हनुमान की पहली मुलाकात हुई थी। यह पर्वत कर्नाटक के कोप्पल और बेल्लारी जिले के पास स्थित है, और इसे अंजनी पर्वत के नाम से भी जाना जाता है। Darshan Samikhya Apr 11, 2025 0 Comments
News ଭୁବନେଶ୍ୱର //ବାଣୀ ବିହାର ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଖୋର୍ଦ୍ଧା (DLSA) ଦ୍ଵାରା ଲିଙ୍ଗ ଗତ ଉତ୍ପୀଡନ,ମାନସିକ ଦୁର୍ବଳତା ଏବଂ ଅନୁସୂଚିତ ଜାତି ଓ ଜନଜାତି ଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । Darshan Samikhya Apr 11, 2025 0 Comments
News କୋରାପୁଟ ଓ ମାଲକାନଗିରି ଜିଲ୍ଲାର ତେନ୍ତୁଲିଗୁମା, କିଆଙ୍ଗ ଓ କର୍ପନପାଲି ଆଦି ଗ୍ରାମରେ ବସବାସ କରୁଥିବା ଉପାନ୍ତବାସୀ ଙ୍କୁ ଆଲୋକମୁହାଁ କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅହରହ ପ୍ରୟାସ ଜାରିରଖିଛି ହାଇଦ୍ରାବାଦର ମିନାକ୍ଷୀ ଗ୍ରୁପ,ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ବି.ଶ୍ରୀନିଭାସ ଙ୍କ ଉଦ୍ୟମରେ ସ୍ୱଚ୍ଛ ପାନୀୟ ଜଳ,ଯୋଗାଯୋଗ ପାଇଁ ପକ୍କା ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟସେବା ମୌଳିକ ବ୍ୟବସ୍ଥା ଦୀର୍ଘ ଦଶ ବର୍ଷ ହେବ କରୁଆସୁଛନ୍ତି Darshan Samikhya Apr 11, 2025 0 Comments