Spread the love

ପୁରୀସଂସଦୀୟକ୍ଷେତ୍ରନେତାଙ୍କୁନେଇବୈଠକଶେଷ!.

-ନବୀନ ନିବାସରେ BJD ସୁପ୍ରିମୋଙ୍କ ସହ ଥିଲା ବୈଠକ
-ବୈଠକ ପରେ ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା
-‘ସବୁ ନିର୍ବାଚନ ମଣ୍ଡଳୀରେ BJD ଶକ୍ତି ବୃଦ୍ଧି କରାଇବା’
-‘ଜନ ସାଧାରଣ ପାଖକୁ ଯିବା କାର୍ଯ୍ୟକୁ ତ୍ବରାନ୍ବିତ କରିବା’
-‘ସାଙ୍ଗଠନିକ ପ୍ରକ୍ରିୟାକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ’
-‘ପୁରୀ ସଂସଦୀୟ କ୍ଷେତ୍ର ନେଇ ବିସ୍ତୃତ ଆଲୋଚନା ହୋଇଛି’
-‘ଲୋକଙ୍କ ନିକଟତର ହେବାକୁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଛି’!.
ନବୀନନିବାସକୁକେନ୍ଦ୍ରାପଡ଼ାନେତାଙ୍କୁଡକରା!.

କେନ୍ଦ୍ରାପଡ଼ା ଟିକେଟ ପାଇଁ ହେବ କସରତ
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକ କରିବେ
ପ୍ରତାପ ଦେବ,ଅଂଶୁମାନ ମହାନ୍ତି,ଧ୍ରୁବ ସାହୁ,ପ୍ରତାପ ଜେନା
ଅରବିନ୍ଦ ମହାପାତ୍ର,ଶଶି ବେହେରା,ସାବିତ୍ରୀ ଅଗ୍ରୱାଲ
ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ନେତା ଉପସ୍ଥିତ ରହିଛନ୍ତି!.

Leave a Reply

Your email address will not be published. Required fields are marked *