Spread the love

କିଛି ଲୋକ ଆମ ଜୀବନରେ ଏମିତି ବି ଅଛନ୍ତି,ଯେଉଁମାନେ କେବଳ ମୁହଁ ଆଗେ ଆମକୁ ଭଲପାଆନ୍ତି…କିନ୍ତୁ ପିଠି ପଛେ ଘୃଣା କରନ୍ତି।

ହାରି ଗଲେ ଦୁଃଖ କରନାହିଁ।ଜୀବନରେ ହାରିବା ବି ନିହାତି ଦରକାର,କାହିଁକି ନା ହାରିବା ହିଁ ଜିତିବା ପାଇଁ ନୂଆ ଉର୍ଜା ସ୍ରୁଷ୍ଟି କରେ।

ଜଣକୁ ଧୋକା ଦେଇ ଭାବନି ଯେ ସେ ବୋକା ଆଉ ମୁର୍ଖ ବୋଲି ମନେରଖିବା ଉଚିତ୍ ଯେ ସେ ତୁମକୁ ଭରଷା କରିଥିଲା ଯାହାର ଯୋଗ୍ୟ ତୁମେ ନୁହେଁ।

Online ତ ସମସ୍ତେ ଆସନ୍ତି କିନ୍ତୁ Message କେବଳ ସେ ହିଁ କରିଥାଏ ଯାହା ଜୀବନରେ ଆମେ ମୂଲ୍ୟବାନ ହୋଇଥାଉ।

ଧନ ଜନ ନେଇ ଗର୍ବ କର ନାହିଁ
କିଛି ନୁହେଁ ଚିରସ୍ଥାୟୀ,
ଜୀବନ ବି ଏଠି ପାଣିର ଫୋଟକା
ଆଜି ଅଛି କାଲି ନାହିଁ ।

ଆତ୍ମୀୟ ସ୍ବଜନଙ୍କ ବ୍ୟବହାର ଅନେକାଂଶ ନିର୍ଭର କରେ ଆପଣଙ୍କ ଧନ ସମ୍ପତ୍ତି ଉପରେ……।*
*ଶୁଣିବାକୁ ଖରାପ୍ ଲାଗିଲେ ବି ଏହା ବାସ୍ତବ….।*

ଆତ୍ମ ସମ୍ମାନଠୁ ବଡ଼ ଆଉ କିଛି ନାହିଁ କେହି ତୁମକୁ ଥରେ ଅପମାନ କଲେ ତାକୁ ଚିହ୍ନି ରଖ ଏବଂ ତା’ଠାରୁ ଦୂରେଇ ରୁହ କାରଣ ପ୍ରଶୟ ଦେଲେ ସେ ଗୋଟିଏ କାମ ବାରମ୍ବାର କରିବ ।

ଯାହା ପାଖରେ ତୁମ ପାଇଁ ସମୟ ନ ଥିବ, କେବେ ବି ସେହି ବ୍ୟକ୍ତିକୁ Disturb କରିବ ନାହିଁ କାରଣ ସେ ତା ଦୁନିଆଁରେ Busy ଅଛି…..*
*ସେ ଦୁନିଆଁରେ ତୁମର କିଛି ଆବଶ୍ୟକତା ନାହିଁ….।

Related Post

Leave a Reply

Your email address will not be published. Required fields are marked *

You Missed