Spread the love

ଶୁଣିଲାନିକ୍ୟାପିଟାଲହସ୍ପିଟାଲ’!.
ଦାମଙ୍କ ଅବସ୍ଥା ସଂକଟାପନ୍ନ ନେଇ ପୁଅ ସମ୍ବିତଙ୍କ ଗୁରୁତର ଅଭିଯୋଗ
କ୍ୟାପିଟାଲ ହସ୍ପିଟାଲ ପାଇଁ ଏଭଳି ଅବସ୍ଥା ହେଲା କହିଲେ ସମ୍ବିତ
ଦାମଙ୍କ ପୁଅ ବିଧାୟକ ସମ୍ବିତ ରାଉତରାୟଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା
୧୮ ତାରିଖ ରାତିରେ ହାର୍ଟଆଟାକ୍‌ ହେଲା, କ୍ୟାପିଟାଲ ହସ୍ପିଟାଲ ନେଲୁ’
ରାତି ୩ଟାରେ ବାପାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲୁ’
ବାରମ୍ବାର କହିବା ସତ୍ତ୍ବେ କ୍ୟାପିଟାଲ ହସ୍ପିଟାଲରେ ସିପିଆର୍‌ ଦେଲେନି’
ବାଧ୍ୟହୋଇ ସେଠାରୁ ଆମେ ବାପାଙ୍କୁ ଘରୋଇ ହସ୍ପିଟାଲ ନେଲୁ’
ସେହି ଯିବା ଆସିବା ଭିତରେ କିଛି ସମୟ ଡେରି ହୋଇଗଲା’
ଡେରି ହେବାରୁ ବ୍ରେନକୁ ଅକ୍ସିଜେନ୍‌ ଓ ବ୍ଲଡ୍‌ ଠିକ ଭାବେ ଗଲାନି’
‘ଘରୋଇ ହସ୍ପିଟାଲରେ ସିପିଆର୍‌ ଦେଲା ପରେ ହାର୍ଟ କାମ କରୁଛି’
ଏବେ ହାର୍ଟ କାମ କରୁଛି, କିନ୍ତୁ ବ୍ରେନ୍‌ ବହୁତ ଖରାପ ହୋଇଯାଇଛି’
ସମ୍ବିତଙ୍କ ଅଭିଯୋଗ ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ପ୍ରତିକ୍ରିୟା ମିଳିନି!.
ଅଭିଯୋଗ କୁ ଖଣ୍ଡନ କଲେ CPR_ଦେଲାଭଳିଅବସ୍ଥା_ନଥିଲା!.
ସମ୍ବିତଙ୍କ ଅଭିଯୋଗ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା
CPR ଦେଲା ଭଳି ଅବସ୍ଥା ନଥିଲା କହିଲେ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ
କାଜୁଆଲିଟିରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା’
‘ତାଙ୍କର ଅକ୍ସିଜେନ୍‌ ସାଚୁରେସନ କମିଯାଇଥିଲା, କିଡ୍‌ନୀ ଠିକ୍‌ ନଥିଲା’
ଡାକ୍ତର ତୁରନ୍ତ ଦେଖିଥିଲେ, ଇସିଜି ହୋଇଥିଲା, ଅକ୍ସିଜେନ୍‌ ଦିଆଯାଇଥିଲା’
‘ଯେହେତୁ ଆମର ଏଠି କିଡ୍‌ନୀ ଡାକ୍ତର ନାହାନ୍ତି, ରେଫର କରିବାକୁ ପଡ଼ିଲା’
ପ୍ରାଥମିକ ଚିକିତ୍ସା ସାରି ୩୦ ମିନିଟ ଭିତରେ ତାଙ୍କୁ ରେଫର କରାଯାଇଥିଲା’
ତାଙ୍କୁ ସିପିଆର୍‌ ଦେଲା ଭଳି ଅବସ୍ଥା ନଥିଲା, ତେଣୁ ଦିଆଯାଇନଥିଲା’
‘ମୋତେ ସେ ଅଭିଯୋଗ କରିଥିଲେ, ମୁଁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛି’!.

Related Post

Leave a Reply

Your email address will not be published. Required fields are marked *

You Missed