Spread the love Post navigation ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏଣିକି ରାଜ୍ୟ ସରକାରଙ୍କ ପକ୍ଷରୁ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ଦିଆଯିବ ମାଗଣା କୋଚିଂ। ମାର୍ଚ୍ଚ ୪ ତାରିଖ ସୁଦ୍ଧା ଆବେଦନ କରିପାରିବେ ଛାତ୍ରଛାତ୍ରୀ। ରାଜ୍ୟରେ ସ୍କ୍ରାପ୍ ହେବ ୨୦ଲକ୍ଷ ୩୯ହଜାର ୫ଶହ ଗାଡ଼ି। ଯେଉଁ ଗାଡ଼ିଗୁଡ଼ିକ ୧୫ବର୍ଷରୁ ଅଧିକ ଫିଟନେସ୍ ନ ଥିବା ଗାଡ଼ିକୁ ସ୍କ୍ରାପ୍ କରାଯିବ।
News ସୋର //ନୂତନ ଜାଗରଣର ଅଗ୍ରଦୂତ ଓ ଉତ୍କଳ ଭାରତୀ ଯୋଗ୍ୟ ଦାୟଦ ଥିଲେ ରାଧାନାଥ: ରାଧାନାଥ ଶ୍ରାଦ୍ଧ ଓ ସାଂସ୍କୃତିକ ସମ୍ମିଳନୀ ଉଦ୍ଘାଟିତ,ରାଧାନାଥ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଉତ୍ସବରେ ବିଶିଷ୍ଟ କବି ଡ. ଫନୀ ମହାନ୍ତି ଯୋଗଦେଇଥିଲେ Darshan Samikhya Apr 12, 2025 0 Comments
Spirituality हनुमान जी की जन्म कथा कई रूप में प्रचलित है, लेकिन मुख्य रूप से उन्हें भगवान शिव का रुद्र अवतार और पवन पुत्र के रूप में जाना जाता है,उन्हें शिव का 11वां रूद्र अवतार माना जाता है Darshan Samikhya Apr 12, 2025 0 Comments
News ଅଢେ଼ଇ ବର୍ଷର ଝିଅ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍”-୨୦୨୫ //ଓଡ଼ଙ୍ଗା ବ୍ଳକ ଶରଣକୁଳ ପୋଲିସ ଥାନା ଅନ୍ତର୍ଗତ ଶିଖରପୁର ଗ୍ରାମର ଅଢେ଼ଇ ବର୍ଷର କୁନି ଝିଅ ଟିଏ ” ଋତିକା ପାଳ “ନିଜର ବୟସ ଅନୁସାରେ ଜ୍ଞାନର ପରିସୀମା ବୃଦ୍ଧି କରି ଚଳିତ ବର୍ଷ”ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍-୨୦୨୫”ରେ ସ୍ଥାନିତ ହୋଇଅଛି Darshan Samikhya Apr 12, 2025 0 Comments