Spread the love

ଦେବାଶିଷପ୍ରତ୍ୟାଖିତନେତା: ମୋକିମ୍ -ଦେବାଶିଷ ସାମନ୍ତରାୟଙ୍କ ମେଣ୍ଟ ପ୍ରସଙ୍ଗରେ ମହମ୍ମଦ ମୋକିମ୍‌ଙ୍କ ପ୍ରତିକ୍ରିୟା.
ଦିନ ବେଳେ ସ୍ବପ୍ନ ଦେଖିବାକୁ କାହାକୁ ମନା ନାହିଁ ବୋଲି କହିଲେ
‘ଶାସନ ହାତରୁ ଗଲା ପରେ ବି ବିଳିବିଳାଉଛନ୍ତି’
‘ଅପର ହାଉସ୍‌ରେ ଥାଇ ତଦନ୍ତ ପ୍ରକ୍ରିୟାକୁ କିଭଳି ପ୍ରଶ୍ନ କଲେ‘
‘ବିଜେଡି ସହ ଆଦୌ କୌଣସି ମେଣ୍ଟ ହେବାର ପ୍ରଶ୍ନ ଉଠୁନି’
‘କଂଗ୍ରେସ ଦକ୍ଷ ବିରୋଧୀଦଳ ଭାବେ ଗୃହରେ ଓ ବାହାରେ କାର୍ଯ୍ୟ କରୁଛି’
‘ବିଗତ ଦିନରେ ବିଜେପି ସହ ମିଶି ସେମାନେ କାମ କରୁଥିଲେ’
ଦେବାଶିଷ ସାମନ୍ତରାୟ କିଏ, କଂଗ୍ରେସ ମେଣ୍ଟ ପ୍ରସଙ୍ଗରେ କଥା କହିବେ’
‘ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ, କେମିତି ଜାଣିଲେ ଉପନିର୍ବାଚନ ହେବ’
‘ସେ ଜଣେ ପ୍ରତ୍ୟାଖିତ ନେତା, ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣିଛନ୍ତି’
ଦିନରେଶୋଇସ୍ୱପ୍ନଦେଖୁଛନ୍ତିଦେବାଶିଷ’

ଦେବାଶିଷଙ୍କ ମନ୍ତବ୍ୟକୁ ବିଜେପି ଉପସଭାପତି ଗୋଲକଙ୍କ କଟାକ୍ଷ
ଦିନରେ ଶୋଇ ଦେବାଶିଷ ସ୍ୱପ୍ନ ଦେଖୁଛନ୍ତି କହିଲେ ଗୋଲକ ମହାପାତ୍ର
‘ତାଙ୍କୁ ଉପଦେଶ ଏମିତି ସ୍ୱପ୍ନ ଦେଖିବା ବନ୍ଦ କରନ୍ତୁ’
‘୨୪ ବର୍ଷରେ ବିଜେଡି ଯାହା କରିନଥିଲା, ୧୦୦ ଦିନରେ ବିଜେପି କରିଛି’
‘ଏହି ସଫଳତା ବିଜେଡି ନେତାଙ୍କୁ ହଜମ ହେଉନି, ସେଥିପାଇଁ ପାଗଳର ପ୍ରଳାପ’
‘ଓଡ଼ିଶା ପ୍ରଗତି ଆଡ଼କୁ ଗତି କରୁଛି, ଦିନରେ ସ୍ୱପ୍ନ ଦେଖିବା ବନ୍ଦ କରି ବାସ୍ତବତାକୁ ଆସନ୍ତୁ’
‘ଜଣକ ପରେ ଜଣେ ବିଜେପିକୁ ଆସୁଛନ୍ତି, ବିଜେଡିର ଘର ଖାଲି ହୋଇଗଲାଣି’
‘ତେଣୁ ଏଭଳି ମନ୍ତବ୍ୟ ଦେଇ କର୍ମୀଙ୍କୁ ବଳ ଦେବାକୁ ଚେଷ୍ଟା, ସଫଳ ହେବେନି’

Leave a Reply

Your email address will not be published. Required fields are marked *