ଟ୍ରମ୍ପ୍ ପୁଟିନ୍ ବୈଠକ: ବାହାରିଲାନି ଠୋସ୍ ନିଷ୍କର୍ସଆଲାସ୍କାରେ ପ୍ରାୟ ୩ ଘଣ୍ଟା ଧରି ଚାଲିଲା ଟ୍ରମ୍ପ୍-ପୁଟିନ୍ ବୈଠକ
- ୟୁକ୍ରେନ ଯୁଦ୍ଧ ବିରାମ ନେଇ ବାହାରିପାରିଲାନି ଠୋସ୍ ନିଷ୍କର୍ସଆମେରିକା ଓ ରୁଷିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଐତିହାସିକ ଦ୍ବିପାକ୍ଷିକ ବୈଠଖୁବ୍ ସକାରାତ୍ମକ ଓ ଫଳପ୍ରଦ ଆଲୋଚନା ହୋଇଛି କହିଲେ ଟ୍ରମ୍ପ୍
- ନିଷ୍କର୍ସରେ ପହଞ୍ଚିପାରିନୁ, କିନ୍ତୁ ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି: ଟ୍ରମ୍ପ୍
- ବିଭିନ୍ନ କଥା ଉପରେ ସହମତି, ଅଳ୍ପ କିଛି ବାକି ରହିଛି
- ନିଷ୍କର୍ସରେ ନ ପହିଞ୍ଚିବା ପର୍ଯ୍ୟନ୍ତ କୌଣସି ଡିଲ୍ ହେବନି ବୋଲି ଦୋହରାଇଲେ
- ଟ୍ରମ୍ପଙ୍କ ସହ ସକାରାତ୍ମକ ବୈଠକ ହୋଇଛି କହିଲେ ପୁଟିନ୍
- ବୈଠକ ପରେ ଟ୍ରମ୍ପଙ୍କ ଉଦ୍ୟମକୁ ପ୍ରଶଂସା କଲେ ପୁଟିନ୍
- ୨୦୨୨ରେ ଟ୍ରମ୍ପ ରାଷ୍ଟ୍ରପତି ହୋଇଥିଲେ ୟକ୍ରେନ୍ ସହ ଯୁଦ୍ଧ ହୋଇ ନଥାଆନ୍ତା
- ମସ୍କୋରେ ପରବର୍ତ୍ତୀ ବୈଠକ ପାଇଁ ଟ୍ରମ୍ପଙ୍କୁ ପୁଟିନଙ୍କ ଆମନ୍ତ୍ରଣ
Leave a Reply