Spread the love

ଜନ ଔଷଧି ଦିବସରେ ଆଜି 28 ନମ୍ବର ୱାର୍ଡର ତଳ ତେଲେଙ୍ଗା ବଜ଼ାର ଠାରେ ଥିବା ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ରେ ମାଗଣା କିଟ ଓ ଚିକିତ୍ସା କ୍ୟାମ୍ପ ଆୟୋଜନ କରାଯାଇଥିଲା ଏଥିରେ ଅତିଥି ଭାବେ ଯୋଗ ଦେଇ ଥିଲେ ବିଜେପି କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ମିଡ଼ିଆ ସଂଜଯୋଜ ସୁବାଷ ମହାନ୍ତି କର୍ପୋରେଟର ପାର୍ଥିନି ଅଳକା ମହାନ୍ତି,କୃଷ୍ଣଚନ୍ଦ୍ର ମହାପାତ୍ର, ଦେବାନନ୍ଦ ବେହେରା, ଲିଗାଲ ସେଲ ମୁଖ୍ୟ ମିଲନ କୁମାର ବଡୁ ,ପ୍ରଭାତୀ ପ୍ରସାଦ, ସବିତା ବେହେରା, ଗୀତାଞ୍ଜଳି ପ୍ରସାଦ , ବାସୁଦେବ ବେହେରା, ଚୈତନ ବେହେରା ପ୍ରମୂଖ ଅନେକ ୱାର୍ଡର ବିଜେପି କାର୍ଯ୍ୟ କର୍ତ୍ତା ସାହିର ମୁରବି ଏବଂ ଜନ ଔଷଧି କେନ୍ଦ୍ର ପରିଚାଳକ ପ୍ରଭାତ ଦତ୍ତ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *