Spread the love

ଆଜି ଜଣେ ବିଜେପି କାର୍ଯ୍ୟକର୍ତ୍ତା ସହିତ ଆଉ ତିନିଜଣ ଧରାପଡ଼ିଲେ, ଚେନାଇ ର ତମ୍ବାରମ ରେଳଷ୍ଟେସନ ରେ ସେମାନେ ଏକ ଟ୍ରେନ ରେ ଯିବାକୁ ଅପେକ୍ଷା କରିଥିଲା ବେଳେ ପୋଲିସ ସେମାନଂକୁ ସନ୍ଦେହ କରି ତାଙ୍କ ବ୍ୟାଗ ତାଲାସି କରିଥିଲା, ବ୍ୟାଗ ଭିତରୁ ବାହାରିଲା ବିଡାବିଡ଼ା ନଗଦ ଟଙ୍କା, ସମୁଦାୟ ଛ ଟି ବ୍ୟଗରୁ ବାହାରିଛି ଚାରିକୋଟି ଟଙ୍କା, ସେମାନେ ଟିରୁଣଭିଲି ଯିବାର ଥିଲା, ଅଭିଯୁକ୍ତ ଜଣେ ବିଜେପି ସକ୍ରିୟ କର୍ମୀ ନାଁ ସତୀଶ, ସେ ଏକ ଘରୋଇ ହୋଟେଲ ର ମ୍ୟାନେଜର ବି ଅଛନ୍ତି, ଫ୍ଲାଇଙ୍ଗ ସ୍କ୍ୱାଡ଼ ଘଟଣା ଟି ପ୍ରଥମେ ସନ୍ଦେହ କରିଥିଲା, ସତୀଶ ହେଉଛନ୍ତି ଟିରୁଣଭିଲି ବିଜେପି ସାଂସଦ ପାର୍ଥି ନୈନାର ନଗେନ୍ଥିରାନ ଙ୍କ ନିକଟତର ସମ୍ପର୍କ,, ଧରାପଡ଼ିଥିବା ଆଉ ଦୁଇଜଣ ଙ୍କ ଭିତରୁ ଜଣେ ସତୀଶ ଙ୍କ ଭାଇ ନବୀନ ଓ ଜଣେ ଡ୍ରାଇଭର,, ନବୀନ କହିଛନ୍ତି ସାଂସଦ ପାର୍ଥି ଙ୍କ ପାଖ ଲୋକ ଙ୍କ କଥାରେ ସେମାନେ ଉକ୍ତ ଟଙ୍କା ନେଇ ଯାଉଥିଲେ,,,

Leave a Reply

Your email address will not be published. Required fields are marked *