ଆଜି ତା – ୦୬/୧୦/୨୦୨୫ -=(ଦର୍ଶନ ସମୀକ୍ଷା) ସୋମବାର ଦିନ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମରଝୋଳ,ବରିଷ୍ଠ ନାଗରିକ ମଞ୍ଚ ଖଲ୍ଲିକୋଟ ଏବଂ ଏ.ପି.ଯେ ଅବଦୁଲ କାଲାମ ଜନକଲ୍ୟାଣ ଚାରିଟେବଲଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ର ଆୟୋଜନ କରା ଯାଇଥିଲା, ଉକ୍ତ ଶିବିର ରେ ମୋଟ – ୩୦ ଜଣଙ୍କ ଆଖିର ପରୀକ୍ଷା କରାଯାଇଥିଲା, ୫ ଜଣଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ କୁ ନିଆଗଲା ପରଳ ଅପେରସନ ପାଇଁ l ପ୍ରତି ମାସର ପ୍ରଥମ ସୋମବାର ଦିନ ଏହି ଶିବିର ଆୟୋଜନ କରାଯାଉଛି l ମେଡିକାଲ ତରଫରୁ – ଚିତ୍ରସେନ ଗୌଡ଼(କ୍ୟାମ୍ପ ମ୍ୟାନେଜେର ), ଚାନ୍ଦିନୀ, ଭାରତୀ ଯୋଗଦେଇଥିଲେ, ତ,ଏ,ପି,ଜେ, ଅବଦୁଲ କଲାମ ଜନ କଲ୍ୟାଣ ଚାରି ଟେବୁଲ୍ ଟ୍ରଷ୍ଟ ର ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ବରିଷ୍ଠ ନାଗରିକ ମଞ୍ଚ ର ସଂପାଦକ ଶ୍ର ପ୍ରମୋଦ କୁମାର ପଟ୍ଟନାୟକ,A.N.M.ସୁଶ୍ରୀ ଲକ୍ଷ୍ମୀ ଦାସ ସୋହୋଯୋଗ କରିଥିଲେ।
ଖଲିକୋଟ //ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମରଝୋଳ,ବରିଷ୍ଠ ନାଗରିକ ମଞ୍ଚ ଖଲ୍ଲିକୋଟ ଏବଂ ଏ.ପି.ଯେ ଅବଦୁଲ କାଲାମ ଜନକଲ୍ୟାଣ ଚାରିଟେବଲଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ର ଆୟୋଜନ କରା ଯାଇଥିଲା, ଉକ୍ତ ଶିବିର ରେ ମୋଟ – ୩୦ ଜଣଙ୍କ ଆଖିର ପରୀକ୍ଷା କରାଯାଇଥିଲା,

Leave a Reply