ପୋଲିସ ତରଫରୁ ସାଇବର ଅପରାଧ ସମ୍ପର୍କିତ ବୁଲିଲା ସଚେତନେତା ରଥ |
ଖଲ୍ଲିକୋଟ ; 21/10-=( ଦର୍ଶନ ସମୀକ୍ଷା ଦିନକୁ ଦିନ ସମଗ୍ର ଭାରତ ବର୍ଷ ସମେର ଓଡିଶା ରେ ସାଙ୍ଘାତିକ ଭାବେ ସିଇବର ଅପରାଧ ସଂଖ୍ୟା ବୃଦ୍ଧି ପାଇଥିବା ବେଲବ ଠାକ ମାନେ ବିଭିନ୍ନ ସମୟ ରେ ନିରୀହ ଲୋକ ମାନଙ୍କ ଆକାଉଣ୍ଟ କୁ ହ୍ୟାକ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲୁଟି ନେଉଥିବା ବେଳେ ସାଧାରଣ ରେ ନିରୀହ ଲୋକ ମାନେ ଠକାମୀ ର ଶିକାର ହେଉଛନ୍ତି |,, ତେଣୁ ଠକାମୀ ରୁ ରକ୍ଷା ପାଇବା ପାଇଁ ମଙ୍ଗଳବାର ଦିନପୋଲିସ ତରଫରୁ ଖଲ୍ଲିକୋଟ ସ୍ଥିତଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ସଚେତନେତା ସଭା ଅନୁଷ୍ଠିତ ହୋଇଥିଲା |ଆୟୋଜିତ ସଚେତନେତା ସଭା ରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ପୋଲିସ ଅଧିକ୍ଷକ ତଥା ସାଇବର ଅପରାଧ ର ନୋଡାଲ ଅଧିକାରୀ ସୀମା ସ୍ୱାଇଁ ଯୋଗ ଦେଇ ଲୋକ ମାନେ ଅର୍ଥନୈତିକ କରବାର ବେଳେ ମୁଖ୍ୟତଃ ବ୍ୟବସାୟୀ ମାନେ ଅର୍ଥ କାରବାର ବେଳେ ସତର୍କ ଓ ସଚେତନ ରୁହନ୍ତୁ ଓ ବିଭିନ୍ନ ଫୋନ କଲ ଓ ଅନ୍ୟାନ୍ୟ ପଦ୍ଧତି କୁ ଖୁବ ସତର୍ଜ ସହ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଥିଲେ ଓ ଟୋଲ ଫ୍ରି ନମ୍ବର 1930 ଫୋନ କରି ଫ୍ରାଡ଼ ସମ୍ପର୍କ ରେ ତରକ୍ଷଣାତ ଜଣାଇବା ପାଇଁ କହିଥିଲେ |, ଏ ଉପଲକ୍ଷେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |ଏହି ଅବସର ରେ ସଚେତନେତା ରଥ ଓ ମସ୍କଟ ବୁଲି ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମ ରେ ସଚେତନ କରିଥିଲା |ଉକ୍ତ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଓ ଛତ୍ରପୁର ଏସ ଦି ପି ଓ ଚନ୍ଦନ ଘଡାଇଁ ଭେଜିଫୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଏ ଏସ ଆଇ ମାନସୀ ସାହୁ ପିଙ୍କିନି ପଟ୍ଟନାୟଜ କେଶବ ଷଢଙ୍ଗୀ ପୂର୍ଣ୍ଣ ଚନ୍ଦ୍ର କିସାନ ଓ ରିଜେର୍ଭ ବ୍ୟାଙ୍କ ର ପ୍ରତିନିଧି ଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ଓବିକ୍ରମପୁର ତାଳପଡା, ଖୋଜାପାଲି ତୁଳସୀପୁର କେଶପୁର ପଂଚାୟତ ର ସରପଞ୍ଚ ଓ ଏନ ସି ସି ଏନ ଏସ ଏସ ଓ ସମେତ କଲେଜ ଛାତ୍ର ଛାତ୍ରୀ ମାନେ ଉକ୍ତ ସଚେତନେତା ସଭା ରେ ଅଂଶ ଗ୍ରହଣ କରିଥିଲେ | ଶେଷରେ କୁଇଜ ପ୍ରତିଯୋଗିତା କୃତି କଲେଜ ଛାତ୍ର ଓ ଛାତ୍ରୀ ମାନଙ୍କୁ ମଂଚାସୀନ ଅତିଥି ମାନେ ଟ୍ରଫି ପ୍ରଦାନ କରିଥିଲେ |( ଫୋଟୋ ) ରିପୋର୍ଟ ମାଧବ ବେହେରା ଖଲ୍ଲିକୋଟ
ଖଲିକୋଟ //ପୋଲିସ ତରଫରୁ ସାଇବର ଅପରାଧ ସମ୍ପର୍କିତ ବୁଲିଲା ସଚେତନେତା ରଥ |ସାଇବର ଅପରାଧ ର ନୋଡାଲ ଅଧିକାରୀ ସୀମା ସ୍ୱାଇଁ ଯୋଗ ଦେଇ ଲୋକ ମାନେ ଅର୍ଥନୈତିକ କରବାର ବେଳେ ମୁଖ୍ୟତଃ ବ୍ୟବସାୟୀ ମାନେ ଅର୍ଥ କାରବାର ବେଳେ ସତର୍କ ଓ ସଚେତନ ରୁହନ୍ତୁ ବୋଲି କହିଥିଲେ

Leave a Reply