କୋଣାର୍କ //ସ୍ବର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ପ୍ରତି ବର୍ଷ ପରି ଚଳିତ ବର୍ଷ ୫ ଦିନିଆ ଝୁଲଣ ଉତ୍ସବ ଉଦଘାଟିତ ହୋଇଯାଇଛି। ଦିତୀୟ ଦିନରେ ଅତିଥି ଭାବେ । ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା ପ୍ରେସିଡେଣ୍ଟ ପ୍ରେସ କ୍ଲବ ନିମାପଡ଼ା, ସଂଯୁକ୍ତା ତ୍ରିପାଠୀ ଚେୟାର ମାନ୍ କୋଣାର୍କ ଏନ୍ ଏ ଏହି କୋଣାର୍କ, ସଭାପତି ଖଗେଶ୍ବର ଖଣ୍ଡାୟତ ରାୟ, ସମ୍ପାଦକ ଶିବାଶିଷ ପ୍ରଧାନ, ସଭାପତି ରମଣୀ ରଂଜନ ଜେନା, ଗୁରୁ ବାନାମ୍ବର ସ୍ବାଇଁ ,ବିଜୟ ବିଶ୍ଵାଳ ପ୍ରମୁଖ ଯୋଗଦେଇ ପ୍ରଦିପ ପ୍ରଜ୍ବଳନ ପୂର୍ବକ ଉଦ୍ ଘାଟିତ କରିଥିଲେ

Spread the love

ଭୁବନେଶ୍ୱର :ଦର୍ଶନ ସମୀକ୍ଷା

ବୁଧବାର ସନ୍ଧ୍ୟାରେ ସ୍ବର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ପ୍ରତି ବର୍ଷ ପରି ଚଳିତ ବର୍ଷ ୫ ଦିନିଆ ଝୁଲଣ ଉତ୍ସବ ଉଦଘାଟିତ ହୋଇଯାଇଛି। ଦିତୀୟ ଦିନରେ ଅତିଥି ଭାବେ । ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା ପ୍ରେସିଡେଣ୍ଟ ପ୍ରେସ କ୍ଲବ ନିମାପଡ଼ା, ସଂଯୁକ୍ତା ତ୍ରିପାଠୀ ଚେୟାର ମାନ୍ କୋଣାର୍କ ଏନ୍ ଏ ଏହି କୋଣାର୍କ, ସଭାପତି ଖଗେଶ୍ବର ଖଣ୍ଡାୟତ ରାୟ, ସମ୍ପାଦକ ଶିବାଶିଷ ପ୍ରଧାନ, ସଭାପତି ରମଣୀ ରଂଜନ ଜେନା, ଗୁରୁ ବାନାମ୍ବର ସ୍ବାଇଁ ,ବିଜୟ ବିଶ୍ଵାଳ ପ୍ରମୁଖ ଯୋଗଦେଇ ପ୍ରଦିପ ପ୍ରଜ୍ବଳନ ପୂର୍ବକ ଉଦ୍ ଘାଟିତ କରିଥିଲେ।। ପ୍ରଥମ ଚରଣରେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ରୋଜାଲିନ ସ୍ବାଇଁ ଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ, କଲିକତା ର ଡଃ ମାନିଆ ଚକ୍ରବର୍ତ୍ତୀ ଏବଂ ସାଥୀ ଙ୍କ ଦ୍ବାରା ମଣିପୁରୀ ନୃତ୍ୟ ଦଳ, ମାହାରି ନୃତ୍ୟ କୃଷ୍ଣମାନୀ ନୃତ୍ୟ କଳାପିଠ , ପୁରୀ ଏବଂ ଶେଷରେ କୁଚୁପୁଡି ନୃତ୍ୟ ପରିବେଷଣ କରିଥୂଲେ ବାଙ୍ଗାଲୋର ର ଶ୍ଵଥା ପ୍ରସାନା ଏହି କାର୍ଯ୍ୟକ୍ରମ କୁ କୋଣାର୍କ ନାଟ୍ୟ ମଣ୍ଡପର ଗୁରୁ ଜୟକୃଷ୍ଣ ନାୟକ, ସୁଲୋଚନା ପ୍ରଧାନ,ସଞ୍ଜିବନି ପ୍ରଧାନ, ପ୍ରମୁଖ ନାଟ୍ୟ ମଣ୍ଡପ ର ସମସ୍ତ କର୍ମକର୍ତ୍ତା ପରି ଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *