କେରଳରେ ଟ୍ରେନ୍ ଭିତରେ ୩ ଯାତ୍ରୀଙ୍କୁ ପୋଡ଼ି ମାରିଲା ଦୁର୍ବୃତ୍ତ!.
ଆଉ ୯ ଜଣ ପୋଡ଼ିହୋଇ ଗୁରୁତର, ମେଡିକାଲ୍ରେ ଭର୍ତ୍ତି!.
କୋଝିକୋଡ ଲୋଥୁର ଷ୍ଟେସନ ପାଖ ଟ୍ରାକ୍ରୁ ୩ ମୃତଦେହ ଉଦ୍ଧାର ଅଲପୁଝା-କନୌର ଏକ୍ସପ୍ରେସ୍ରେ କାଲି ରାତିରେ ଦୁର୍ବୃତ୍ତର ଉନ୍ମତ୍ତକାଣ୍ଡ!.
ଦୁର୍ବୃତ୍ତ ଚିହ୍ନଟ ହୋଇନି, କାହିଁକି ଏପରି ଘଟାଇଲା ଅସ୍ପଷ୍ଟ!
