କେନ୍ଦ୍ରାପଡ଼ା //ଭିତରକନିକା ଜଙ୍ଗଲରେ ନିଖୋଜ ହୋଇଗଲେ ମା-ପୁଅ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗାଁ’ର ଅଞ୍ଜନା ମିର୍ଧା ଓ ପୁଅ ରତିନ୍ଦ୍ର ମିର୍ଧା ନିଖୋଜ ଅଛନ୍ତି ।ବନ ବିଭାଗର ୨୦ଟି ଟିମ୍‌ ଜଙ୍ଗଲ ମଧ୍ୟରେ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ୍‌ଖବର ମିଳିନି -କେନ୍ଦ୍ରାପଡ଼ା ରୁ ରତ୍ନାକର ପରିଡା ଦର୍ଶନସମୀକ୍ଷା

Spread the love

କେନ୍ଦ୍ରାପଡ଼ା :=ଦର୍ଶନ ସମୀକ୍ଷା,ଭିତରକନିକା ଜଙ୍ଗଲରେ ନିଖୋଜ ହୋଇଗଲେ ମା-ପୁଅ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗାଁ’ର ଅଞ୍ଜନା ମିର୍ଧା ଓ ପୁଅ ରତିନ୍ଦ୍ର ମିର୍ଧା ନିଖୋଜ ଅଛନ୍ତି ।

ଏମାନେ ବୁଧବାର ଗାଁର ଅନ୍ୟ ଦୁଇ ଜଣଙ୍କ ସହ ଭିତରକନିକା ଜାତୀୟ ଉଦ୍ୟାନ ଜଙ୍ଗଲ ଭିତରକୁ କଙ୍କଡ଼ା ଧରିବାକୁ ଯାଇଥିଲେ । ଜଙ୍ଗଲରୁ ୮ କିମି ଭିତରକୁ ଚାଲିଯାଇଥିଲେ । ଅନ୍ୟ ଦୁଇଜଣ ଫେରି ଆସିଥିଲେ ମଧ୍ୟ ମା-ପୁଅ ଦୁଇଜଣ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି। ରାଜନଗର ବନ ବିଭାଗର ୨୦ଟି ଟିମ୍‌ ଜଙ୍ଗଲ ମଧ୍ୟରେ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ୍‌ଖବର ମିଳିନି ।

Leave a Reply

Your email address will not be published. Required fields are marked *