ଓଁ ଶ୍ରୀ ଶ୍ରୀ ମା କନକ ଦୃଗାଁଙ୍କ ମହା ସପ୍ତମୀ ତିଥିରେ କଳସ ଶୋଭା ଯାତ୍ରା
କେନ୍ଦ୍ରାପଡ଼ା :=(ଦର୍ଶନ ସମୀକ୍ଷା) ଜିଲ୍ଲା ଡେରାବିଶ ବ୍ଲକ ପଳେଇ ପଂଚାୟତର ପଳେଇ ଗ୍ରାମରେ ପାରମ୍ପରିକ ମା କନକ ଦୃଗାଁଙ୍କ ପୂଜାବିଧି ମହାଶପ୍ତମୀ ତିଥିରେ 108 କଳସ ଶୋଭାଯାତ୍ରା ପଳେଇ ସିଦ୍ଧ ମହାପୁରୁଷ ସ୍ଥିତ ବାଲି ଗଡିଆ ଠାରୁ ଘଣ୍ଟ ଘଣ୍ଟି ଶଙ୍କ ଓ ବାଜା ଧ୍ୱନିରେ ଶ୍ରଦ୍ଧାଳୁ ମାନଙ୍କ ସହ ବିରାଟ ପଟୁଆଳରେ ପୂଜା ମଣ୍ଡପ ପର୍ଯ୍ୟନ୍ତ ଆସିଥିଲା

ଅନୁଷ୍ଠାନର ଆୟୋଜକ ଶ୍ରୀ ବାବାଜି ସୁଦର୍ଶନ ଓ ମା କନକ ଦୃଗାଁ କମିଟିର ସ୍ଥାଇ ସଭାପତି ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ନାଥ ଶର୍ମା ଙ୍କ ସହ କମିଟିର ସମସ୍ତ କର୍ମ କର୍ତ୍ତା ଓ ଆଖ ପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ଙ୍କ ଗହଣରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଥିଲା
ପୂଜା ମଣ୍ଡପ ସୁସଜିତ ଆଲୋକ ମାଳାରେ ସଜା ଯାଇ ପ୍ରତ୍ୟେକ ଦିନ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନ ସହ ପ୍ରତ୍ୟେକ ଦିନ ସାଂକୃତିକ କାର୍ଯ୍ୟକ୍ରମ ହେଉ ଅଛି

ମୁଖ୍ୟ ଆକର୍ଷଣ ମା କନକ ହୃଗାଁଙ୍କ ଭସାଣି ଉଚ୍ଚବ ତା 3’10’2025ରିଖ ଶୁକ୍ରବାର ଦିନ ସକାଳ 7ଘଣ୍ଟିକା ଠାରୁ ଅପହରାହ୍ନ 4 ଘଣ୍ଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ମା ଗ୍ରାମ ପରିକ୍ରମା କରି ଦଣ୍ଡ ଭୋଗ ଅର୍ପଣ କରାଯାଇ ବିଭିନ୍ନ ପ୍ରକାରର ବାଦ୍ୟ ନୃତ୍ୟରେ ଗ୍ରାମ ପରିକ୍ରମା କରାଯାଇ ଭସାଣି ସମାପ୍ତ କରାଯାଏ
କେନ୍ଦ୍ରାପଡ଼ାରୁ ରତ୍ନାକର ପରିଡା
Leave a Reply