କେନ୍ଦ୍ରାପଡ଼ା //ଡେରାବିଶ ବ୍ଲକ ପଳେଇ ଗ୍ରାମ ପଚାୟତ ପଳେଇ କାଜିପୁର ଗ୍ରାମର ହନୁମାନ ଓ ଶନି ମନ୍ଦିର ନିକଟରେ ଯାଇଥିବା 11ନମ୍ବର କେନାଲ ଭିତରେ ତିନି ଗଡା ଦେଇ ପଲଟିଲା ହୁଣ୍ଡାଇ କାର..

Spread the love

କେନ୍ଦ୍ରାପଡ଼ା:ଦର୍ଶନ ସମୀକ୍ଷା

ଡେରାବିଶ ବ୍ଲକ ପଳେଇ ଗ୍ରାମ ପଚାୟତ ପଳେଇ କାଜିପୁର ଗ୍ରାମର ହନୁମାନ ଓ ଶନି ମନ୍ଦିର ନିକଟରେ ଯାଇଥିବା 11ନମ୍ବର କେନାଲ ପୋଲ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥା ରେ ରହିଅଛି ଏମିତି କି କେନାଲ ସାଇଟ ଗାର୍ଡ ୱାଲ କି ପୋଲର ୱାଲ ନ ଥିବାରୁ ପ୍ରତ୍ୟେକ ଦିନ କିଛି ନା କିଛି ଦୃଘଟଣା ମାନ ଘଟି ଚାଲୁଛି ଆଜି 25’7’2025ତାରିଖ ଶୁକ୍ରବାର ସନ୍ଧ୍ୟା ସମୟରେ ଗାଡି ନମ୍ବର ହୁଣ୍ଡାଇ ଗାଡି ଭାରାଶ୍ୟାମ ହରାଇ କେନାଲ ତରକୁ ତିନି ପଳାଟା ଦେଇ ପଡି ଯାଇ ଥିଲା କେନାଲ ରେ ପାଣି ଫୁଲ ଥିବାରୁ ଗାଡିଟି ସମ୍ପୂର୍ଣ ଚାରୋଟି ଚକ ଉପରେ ଥିଲା ଗାଡ଼ିରେ ଡ୍ରାଇଭର ସହ ପାଞ୍ଚ ଜଣ ଥିଲେ ସ୍ଥାନୀୟ ଲୋକମାନେ ସେଠାରେ ଉପସ୍ଥିତ ଥିବାରୁ ପାଞ୍ଚ ଜଣ ଲୋକଙ୍କୁ ସମ୍ଭବ୍ୟ ମୃତ୍ୟୁ ମୁଖରୁ ଉଦ୍ଧାର କରି ଥିଲେ ଉକ୍ତ ବ୍ୟକ୍ତି ମାନେ ଅରିଓ ଗ୍ରାମର ଦୁଇ ଜଣ ଆଉ ତିନି ଜଣ କେନ୍ଦ୍ରାପଡ଼ା ଅଂଚଳର ଉକ୍ତ ବ୍ୟକ୍ତି ମାନେ ମଧ୍ୟ୍ୟ ଆହତ ହେଇ ଛନ୍ତି
ସୂଚନା ଥାଉକି ଜଳ ସମ୍ପଦ ବିଭାଗ କୁ ବାରମ୍ବାର ଅବଗତ କରା ଯାଇ ଛତା କାର୍ଯ୍ୟ ନିବାହି ଯନ୍ତ୍ରୀ ପରିଦର୍ଶନ କରି ମଧ୍ୟ୍ୟ କାର୍ଯ୍ୟ ଶୂନ
ଉକ୍ତ ରାସ୍ତାରେ ଦୟ ଦିନ ଶହ ଶହ ସଂଖ୍ୟା ରେ ଗାଡି ଚଲା ଚଳ କରୁ ଅଛି ଦୁଃଖ କଥା ଉକ୍ତ ରାସ୍ତା ଟି ଗ୍ରାମ୍ୟ ଉନୟନ ବିଭାଗ ଦ୍ଵାରା କାର୍ଯ୍ୟ ଚାଲୁ ଥିଲେ ମଧ୍ୟ୍ୟ ଗ୍ରାମ୍ୟ ଉନୟନ ବିଭାଗ କୁ ଅନୁରୋଧ କଲେ ମଧ୍ୟ୍ୟ ଆମ ଅଧୀନ ରେ ନାହିଁ ଆମେ କରିପାରିବୁ ନାହିଁ ଜଳ ସମ୍ପଦ ବିଭାଗ ଦ୍ଵାରା କରନ୍ତୁ ଉକ୍ତ ସମ୍ଭେଦନ ଶିଳ ଘଟଣା କୁ ଗୁରୁତର ନେଇ ଜଳ ସମ୍ପଦ ବିଭାଗ ଓ ଗ୍ରାମ୍ୟ ଉନୟନ ବିଭାଗ ଦ୍ଵାରା ପୋଲକୁ ନିର୍ମାଣ କରିବା ପାଇଁ ଜୟ ବଜରଙ୍ଗ ପାଣି ପଚାୟତ ସଭାପତି ସମାଜ ସେବି ରତ୍ନାକର ପରିଡା ସମିତି ସଭ୍ୟା ତୃପ୍ତି ମୟୀ ଜେନା ମୁକୁନ୍ଦ ପରିଡା ରବୀନ୍ଦ୍ର ବେହେରା ଚିତ୍ତ ରଞ୍ଜନ ରାଉତ ସରପଞ୍ଚ ଅକ୍ଷୟ କୁମାର ସାହୁ ରାମ ଚନ୍ଦ୍ର ପରିଡା ତୃପ୍ତି ରଞ୍ଜନ ପରିଡା ଉକ୍ତ ପୋଲ ନିର୍ମାଣ ଦୁଇ ବିଭାଗ ଦୟା ତୁରନ୍ତ କାର୍ଯ୍ୟ କରିବା ପାଇଁ ଦାବି କରି ଛନ୍ତି

Leave a Reply

Your email address will not be published. Required fields are marked *