ବଡ କାଳୀମାଟିରେ ମାଗଣା ସ୍ୱାସ୍ଥ୍ୟ ଶିବିର
ଯୋଡା,୧୮/୧୦(ଦର୍ଶନ ସମୀକ୍ଷା)କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ର ବଡ କାଳୀମାଟି ଗ୍ରାମ ପଞ୍ଚାୟତ ର ଗଣେଶ ପୂଜା ମଣ୍ଡପ ଠାରେ ଆର୍ ଜେ ଲୋଜିଷ୍ଟିକ ପ୍ରାଇଭେଟ୍ ଲିମିଟେଡ ର ଏ ଏସ ଲାଲ ଟ୍ରଷ୍ଟ ଏବଂକେୟାର ଇଜି ଚାରିଟେବୁଲ ଟ୍ରଷ୍ଟ ର ମିଳିତ ସହଯୋଗ ରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି ।କେୟାର ଇଜୀ ଟ୍ରଷ୍ଟ ର ଅଧ୍ୟକ୍ଷ ଡାକ୍ତର ମନୋଜ କୁମାର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ୩ ଜଣ ଡାକ୍ତର ,୩ ଜଣ ଫିଜିଓ ଥେ ର।ପି ଛାତ୍ର ଓ ୨ ଜଣ ନର୍ସ ଉପସ୍ଥିତ ରହି ଲୋକଙ୍କ ବ୍ଲଡ଼ ପ୍ରେସର,ଡାଇବେଟିସ, ଅକ୍ସିଜେନ୍ ଲେଭେଲ୍ ଟେଷ୍ଟ, ୱେଟ ମେଜର ମେଣ୍ଟ, ପ୍ରଭୃତି ପରୀକ୍ଷା କରାଯାଇ ଥିଲା ।ଏହି ଶିବିର ରେ ପ୍ରାୟତଃ କନଷ୍ଟିପେଷନ,ଗ୍ୟାସଟ୍ରିକ୍,ଏସିଡିଟି, କଫ୍, ଡାଇବେଟିସ ପ୍ରଭୃତି ରୋଗ ଲୋକଙ୍କ ମଧ୍ୟରେ ଦେଖା ଦେଇଥିଲା ।ଏହି ରୋଗୀ ଙ୍କୁ ମେଡିସିନ ମାଧ୍ୟମରେ ଚିକିତ୍ସିତ ହେବ। ପାଇଁ ଡାକ୍ତରୀ ପରାମର୍ଶ କରାଯାଇଥିଲା ।ଏହା ସହିତ ଆଧୁନିକ ସ୍ବାସ୍ଥ୍ୟ ଉପକରଣ ମାଧ୍ୟମରେ ଫିଯିଓ ଥେର।ପି ଚିକିତ୍ସା କରାଯାଇଥିଲା ।ଆର ଜେ ଲଜିଷ୍ଟିକ ର ସିଏସଆର ବିଭାଗ ମୁଖ୍ୟ ଶାଶ୍ଵତୀ ପଣ୍ଡା ଶିବିର ପରିଚାଳନା କରିଥିଲେ ।ଏହି ଶିବିର ରେ ଡାକ୍ତର ସ।ହିଦ ରାଜା,ଡାକ୍ତର ସୁଶ୍ରୀ ସଙ୍ଗୀତ। ରାଉତ, ଫିଜିଓଥେର।ପି ଛାତ୍ର ବୀରେନ ସାହୁ,ସରୋଜ କୁମାର ନାୟକ,ପ୍ରତୀକ କୁମାର ପଣ୍ଡା,ନର୍ସ ସସ୍ମିତା ଅ।ଲ୍ଟିଆ,ରୁଦ୍ର ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳ ରୁ ଆସିଥିବା ପ୍ରାୟ ୯୦ ଜଣ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସହିତ ଉପଯୁକ୍ତ ଔଷଧ ନିମନ୍ତେ ଡାକ୍ତରୀ ପରାମର୍ଶ କରାଯାଇଥିଲା ।
କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ର ବଡ କାଳୀମାଟି ଗ୍ରାମ ପଞ୍ଚାୟତ ର ଗଣେଶ ପୂଜା ମଣ୍ଡପ ଠାରେ ଆର୍ ଜେ ଲୋଜିଷ୍ଟିକ ପ୍ରାଇଭେଟ୍ ଲିମିଟେଡ ର ଏ ଏସ ଲାଲ ଟ୍ରଷ୍ଟ ଏବଂକେୟାର ଇଜି ଚାରିଟେବୁଲ ଟ୍ରଷ୍ଟ ର ମିଳିତ ସହଯୋଗ ରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି ।

Leave a Reply