Spread the love

ଓଡ଼ିଶାରେ ଡ୍ରାଇଭର ମହାସଂଘର ଆନ୍ଦୋଳନ

ଡ୍ରାଇଭର ଏକତା ମହାମଞ୍ଚର ସଦସ୍ୟଙ୍କ ପ୍ରତିକ୍ରିୟା
‘୨ ଦଫା ଦାବି ନେଇ ଆନ୍ଦୋଳନ କରୁଥିଲୁ’
‘କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନ କରୁଥିଲୁ’
‘ରାଜ୍ୟ ସରକାର ଦାବି ମାନିଛନ୍ତି, କେନ୍ଦ୍ର ବିରୋଧରେ ଆନ୍ଦୋଳନ ଜାରି ରହିଛି’
‘ଆନ୍ଦୋଳନ ନିଷ୍ପତ୍ତି ପ୍ରତ୍ୟାହାର ନେଇ ସଭାପତି ଜଣାଇବେ’
ଓଡ଼ିଶାରେ ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତ

‘କାର୍ଯ୍ୟରେ ଯୋଗଦେବେ ଡ୍ରାଇଭର, ଗଡ଼ିବ ବସ୍’
ପରିବହନ କମିଶନର ଅମିତାଭ ଠାକୁରଙ୍କ ସୂଚନା
‘ଡ୍ରାଇଭର ସଂଘ ସହ ଫଳପ୍ରଦ ଆଲୋଚନା ହୋଇଛି’
‘ଡ୍ରାଇଭରଙ୍କ ଅନେକ ଦାବି ସରକାର ପୂରଣ କରିଛନ୍ତି’
‘ଡ୍ରାଇଭର ୱେଲଫେୟାର ବୋର୍ଡର ଗଠନ ହୋଇଛି’ ‘ଡ୍ରାଇଭରଙ୍କ ୩ବର୍ଷର ଦାବି ଆଜି ପୂରଣ ହୋଇଛି’
ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧରେ ହୋଇଥିଲେ ଆନ୍ଦୋଳନ
ଷ୍ଟିୟରିଂ ଛାଡ଼ ଡାକରା ଦେଇଥିଲେ ଡ୍ରାଇଭର ସଂଘ

Leave a Reply

Your email address will not be published. Required fields are marked *