କନ୍ଧମାଳ : ରାଇକିଆ ରେ ରାଷ୍ଟ୍ରୀୟ ଚାଳକ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ-କୁନା ଦିଗାଲ କନ୍ଧମାଳ ଦର୍ଶନ ସମୀକ୍ଷା

Spread the love

କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ରାଷ୍ଟ୍ରୀୟ ଚାଳକ ଦିବସ ରାଇକିଆ ଚାଳକ ସଂଘ ର ସଭାପତି ଶ୍ରୀ ହେରଜ ନାୟକ ଏବଂ ଗୋପାଳ ରାଓ ଚନ୍ଦନ ପରିଛା ଙ୍କ ନେତୃତ୍ବରେ ପାଳନ କରାଯାଇଅଛି l
ଏହି ଚାଳକ ଦିବସ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିବହନ ଇନ୍ସପେକ୍ଟର୍ ଶିବାନୀ ମାଝୀ ଏବଂ କନ୍ଧମାଳ ଜିଲ୍ଲା ଚାଳକ ସଂଘ ର ସଭାପତି ଶ୍ରୀ ବାଶବ କହଁର ଯୋଗଦେଇଥିଲେ l ଏହି ଚାଳକ ଦିବସ ରେ କେ ମାଝୀ ମହୋଦୟା ଯୋଉ ମାନେ ବିନା ହେଲମେଟ ରେ ବାଇକ୍ ଚଳାଉଛନ୍ତି ଏବଂ ସ୍ପିଡ଼ ରେ ଗାଡ଼ି ଚଳାଉଥାନ୍ତି ବିନା ସିଟ୍ ବେଲ୍ଟ ପିନ୍ଧି ଗାଡ଼ି ଚଳାଉଥାନ୍ତି ଏବଂ ଯେଉଁ ମାନେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଲୋକ ଙ୍କୁ ସଚେତନତା ର ବାର୍ତ୍ତା ଦେବା ସହିତ ଏହି ଭଳି ଗାଡ଼ି ଚଲାନ୍ତୁ ନାହିଁ ବଲି ଉଦ୍ବୋଧନ ଦେଇଥିଲେ l ଜିଲ୍ଲା ଚାଳକ ସଂଘ ସଭାପତି ବାସବ କହଁର ଗଣମାଧ୍ୟମ ଜରିଆରେ ଚାଳକ ମାନଙ୍କୁ ସ୍ପିଡ଼ ଗାଡ଼ି ବା ଦ୍ରୁତ ଗତିରେ ଏବଂ ମଦ୍ୟପ ପାନ କରି ବିନା ହେଲିମେଣ୍ଟ ଓ ବିନା ସିଟ୍ ବେଲ୍ଟ ରେ ଗାଡ଼ି ନ ଚଲେଇବା ପାଇଁ ତାଙ୍କରି ସହାଭାଗି ଗାଡ଼ି ଚାଳକ ମାନଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି l ସେହିପରି ରାଇକିଆ ବସଷ୍ଟାଣ୍ଡ ରୁ ବେରେଡାକିଆ ପର୍ଯ୍ୟନ୍ତ ପଥ ଯାତ୍ରା କରି ଲୋକ ମାନଙ୍କୁ ସଚେତନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ପରିବହନ ବିଭାଗର କନେଷ୍ଟବଲ୍ ପୂଜା ସାହୁ ଏବଂ ଷ୍ଟାପ୍ ଉପସ୍ଥିତ ଥିଲେ l

କନ୍ଧମାଳ : ରାଇକିଆ ରେ ରାଷ୍ଟ୍ରୀୟ ଚାଳକ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ.

କନ୍ଧମାଳ -=(ଦର୍ଶନ ସମୀକ୍ଷା )ଜିଲ୍ଲା କନ୍ଧମାଳ : ରାଇକିଆ ରେ ରାଷ୍ଟ୍ରୀୟ ଚାଳକ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ.

Leave a Reply

Your email address will not be published. Required fields are marked *