Spread the love

କନ୍ଧମାଳ: ମାନବାଧିକାର ମିସନ ର ବାର୍ଷିକ ଉତ୍ସବ ରେ ଜାମୁଝରି ଅଙ୍ଗନୱାଡ଼ି ଛାତ୍ର ଛାତ୍ରୀ ମାନଙ୍କୁ ସିଲଟ ଖଡ଼ି ଓ ବିସ୍କୁଟ ବଣ୍ଟନ କରାଯାଇଛି..

କନ୍ଧମାଳ ଜିଲ୍ଲାରେ ମାନବାଧିକାର ମିସନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାନେତ୍ରୀ ଶ୍ରୀମତୀ ଆରତୀ ମଙ୍ଗରାଜ, ଉପ ସଭାପତି ଶ୍ରୀ ଜଳନ୍ଧର ବେହେରାଙ୍କ ନିର୍ଦ୍ଦେଶନାରେ ମାନବାଧିକାର ଚୈୟାରପରସନଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମାନବାଧିକାର ଦିବସ ଟିକୁ ମାନବାଧିକାର ମିସନ କର୍ମକର୍ତ୍ତା ତା,୧୦,୧୨,୨୦୨୩, ମସିହାରେ ୭୬,ତମ ମାନବାଧିକାର ଦିବସ ଟିକୁ ଜାମୁଝରି ବଙ୍ଗଳା ସାହିରେ ଥିବା ଅଙ୍ଗନ ୱାଡ଼ି କର୍ମୀ ରଶ୍ମିନି ମଲ୍ଲିକ ଏବଂ ସରପଞ୍ଚ ଲଳିତା କହଁର ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ହେଇଯାଇଛି l ପାଳନ l ସେଥି ମଧ୍ୟରୁ କନ୍ଧମାଳ ଜିଲ୍ଲାରେ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, ସମ୍ପାଦକ ଶେଖ୍ ରିହାଜୁଦିନ୍, ଉପ ସଭାପତି ଅଖୟ କୁମାର ରାୟ, ମାନବାଧିକାର ମିସନ ମିଡ଼ିଆ ସମ୍ପାଦକ ତଥା AICWC ର ରାଜ୍ୟ ଉପସଭାପତି ସାମ୍ବାଦିକ କୁନା ଦିଗାଲ, ହୋମଗାର୍ଡ ସଂଘ କର୍ମକର୍ତ୍ତା ,ସଭାପତି ପ୍ରଭାତ କୁମାର ସାହାଣୀ ସମ୍ପାଦକ ସପନ କୁମାର ମିଶ୍ର, ଟାଉନ ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ଉପ ସଭାପତି ସାଫରିନ ଖାନ୍ କୋଷାଧ୍ୟକ୍ଷ ଜୟନ୍ତୀ ଚୈଧୁରୀଙ୍କ ଆଲୋଚନା ପ୍ରକାର ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ ତତ୍ବାବଧାନରେ ଜାମଝରି ପଞ୍ଚାୟତର ଜାମଝରି ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ମାନବାଧିକାର ଦିବସ ଉପଲକ୍ଷ ଛୋଟା ଛୋଟ ଅଙ୍ଗନବାଡ଼ି ସ୍କୁଲ ର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ସିଲଟ,ଖଡ଼ି, ଏବଂ ବିସ୍କୁଟ ଆଦି ବଣ୍ଟନ କରିଥିବା ଦେଖିବାକୁ ମିଳିଛି l ବିଶେଷ ସୁଚନା କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ମଞ୍ଜୁଳା ନାୟକଙ୍କ ହାଇକୋର୍ଟ ଡିଗ୍ରୀ କେସ ମାନବାଧିକାର ମିସନ ରାଜ୍ୟ ସଭାପତି ଶ୍ରୀ ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାନେତ୍ରୀ ଶ୍ରୀମତୀ ଆରତୀ ମଙ୍ଗରାଜ, ମାନବାଧିକାର ମିସନ ଚୈୟାରପରସନ ଡକ୍ଟର ଶ୍ରୀ, ମହେନ୍ଦ୍ର ଶର୍ମା , ଫାର୍ମର ଚିପ ଜଷ୍ଟିସ ଅଫ୍ ଇଣ୍ଡିଆ, ଶ୍ରୀ କେ, ଜି, ବାଳକ୍ରିଷ୍ଟା, ଏକ୍ସ (NHRC,) ଚୈୟାରପରସନ, ପେଟ୍ରୋନ ମାନବାଧିକାର ମିସନ, ଶ୍ରୀମତୀ ଗ୍ୟାନ ସୁଧା ମିଶ୍ର,ଫାର୍ମର ଜଷ୍ଟିସ ସୁପ୍ରିମକୋର୍ଟ ଅଫ ଇଣ୍ଡିଆ, ପେଟ୍ରୋନ (HRM) ଶ୍ରୀମତ,ମମତା ଶର୍ମା ଏକ୍ସ ଚୈୟାରପରସନ (NCW)ଅଫ ଇଣ୍ଡିଆ,ପେଟ୍ରୋନ (HRM), ଙ୍କ ଆଲୋଚନା ପ୍ରକାର ୨୦୨୨,ମସିହାରେ ମାନବାଧିକାର ମିସନ ଆଇନ୍ ଜୀବି ଶ୍ରୀ ଶେଖର ଶ୍ରୀବାସ୍ତବଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ଆଜିର ଦିନରେ ଓଡ଼ିଶାର ୧୬୦୦୦, ହଜାରରୁ ଉର୍ଦ୍ଧ୍ବ ହୋମଗାର୍ଡ କର୍ମଚାରୀ ଉପକୃତ ହୋଇ ଦୈନିକ ଟ,୫୩୩, ଟଙ୍କା ହିସାବରେ ମାସିକ ୧୫୦୦୦, ଟଙ୍କାରୁ ଉର୍ଦ୍ଧ୍ବ ଦରମା ପାଉଛନ୍ତି। ଏବଂ ଆଗାମୀ ଦିନରେ ଖୁବଶୀଘ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ସମାନ କାମକୁ ସମାନ ଦରମା ହାରରେ ସୁପ୍ରିମକୋର୍ଟ ଜଷ୍ଟିସ ଏମ୍ ଆର୍ ଶାହା ଖଣ୍ଡପୀଠରେ ଶେଷ ଶୁଣାଣି ହୋଇ ତା,୧୭,୩,୨୦୨୩, ମସିହାର ଜର୍ଜମେଣ୍ଟ ଅଡର ଅନୁସାରେ ଓଡ଼ିଶାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନେ ଉପଯୁକ୍ତ ନ୍ୟାୟ ପାଇବା ପାଇଁ ଜାଉଛନ୍ତି। ଏଣୁ ମାନବାଧିକାର ମିସନର ପ୍ରୟାସକୁ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ଭୁୟଶ୍ରୀ ପ୍ରସ୍ନସା କରୁଥିବା ଦେଖିବାକୁ ମିଳୁଛି । ଆଜିର କାର୍ଯ୍ୟକ୍ରମରେ ସମାଜସେବୀ ପ୍ରଦୀପ କହଁର, ନୀଳାମ୍ବର କହଁର ଏବଂ କନ୍ଧମାଳ ଜିଲ୍ଲା ମିଳିତ ମଞ୍ଚ ଜିଲ୍ଲା ସଭାପତି ସମୀର କୁମାର ଘଟାଲ ଉପସ୍ଥିତ ରହି ଶୃଙ୍ଖଳିତ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *