ବଡ଼ବ୍ୟବଧାନରେସରକାର_କରିବ_BJD’
ବିଧାନସଭା ଫଳାଫଳ ନେଇ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତିକ୍ରିୟା
‘ତୃତୀୟ ପର୍ଯ୍ୟାୟରେ ସଂଖ୍ୟା ଗରିଷ୍ଠତା ହାସଲ କରିବ BJD’
୩୦ ଆସନ ଜିତିବା ନେଇ BJP ଆକଳନ କରିଛି: ପାଣ୍ଡିଆନ
କିନ୍ତୁ ସେମାନେ ୩୦ରୁ କମ୍ ଆସନ ପାଇବେ: ପାଣ୍ଡିଆନ!.
ବିଜେପି୩୦ବିଧାନସଭାସିଟ୍ଟାର୍ଗେଟରଖିଛି
ପ୍ରେସମିଟରେ ଭି କେ ପାଣ୍ଡିଆନଙ୍କ ଦୃଢୋକ୍ତି । କହିଲେ, ‘ବିଜେପିର ଇଣ୍ଟରନାଲ ଟାର୍ଗେଟ ହେଉଛି ୩୦ ବିଧାନସଭା ଆସନ । ରାଜ୍ୟବାସୀ ଦେଖିବେ ସେମାନେ ୩୦ରୁ କେତେ ପାଉଛନ୍ତି…
କେନ୍ଦ୍ରବିଜେପିନେତାଙ୍କୁଓଡିଶାବାସୀକେବେକ୍ଷମା_ଦେବେନି!.
ରାଜ୍ୟ ବିଜେପିରେ କେହି ଏପରି ନେତା ନାହାଁନ୍ତି , ଯିଏ ଦଳ ପାଇଁ ପ୍ରଚାର କରିବେ, ସେଥିପାଇଁ କେନ୍ଦ୍ରରୁ ନେତା ଆସି ପ୍ରଚାର କରୁଛନ୍ତି । ଓଡିଶାବାସୀ ସେମାନଙ୍କୁ କେବେ କ୍ଷମା ଦେବେନି!.