Spread the love

କଟକ ସ୍ତାନୀୟ ପାନ୍ଥନିବାସ ଠାରେ ଜମାତେ ଇ ଇସଲାମି ହିନ୍ଦ ପକ୍ଷରୁ ଇଦ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା,
କଟକ ରୁ ଜାଭେଦ ଅହମଦ ଦର୍ଶନ ସମୀକ୍ଷା

13/4/24 କଟକ ଜାମତେ ଇ ଇସଲାମୀ ହିନ୍ଦ ପକ୍ଷରୁ ଇଦ୍ ମିଲନ ଅନୁଷ୍ଠିତ ହୋଇଯାଇଛି.ଏହି କାର୍ଯକ୍ରମରେ
ମୁଖ୍ୟ ବିଷୟ ବସ୍ତୁ ହେଲା କଟକ ସହରରେ ଭାଇଚାରା
ଯାହା ସାରା ପୃଥିବୀରେ ପ୍ରସିଦ୍ଧ, ସେହି ବିଷୟ ବସ୍ତୁକୁ ନେଇ
ଆଲୋଚନା ହୋଇଥିଲା

,

ଏହି କାର୍ଯକ୍ରମରେ ମୁଖ୍ୟଅତିଥି ଭାବେ ଇକବାଲ ମୂଲା , ରେଭନ ପ୍ରତିତୋଷ ରାଉତ, ବ୍ୟାପ
ଟିଷ୍ଟ ଚର୍ଚ ତଥା କାଳିଆ ନନl ସାଇ ସେବକ ନିଜ ନିଜର ବକ୍ତବ୍ୟ ରଖିଥିଲେ

ଏହି ସଭାରେ କଟକ ସହରରୁ ବୁଦ୍ଧିଜିବୀ,ମାନ୍ୟଗଣ୍ୟ ବ୍ୟକ୍ତି
ସାହିତ୍ୟିକ,ରାଜନୀତି ବ୍ୟକ୍ତି ତଥା ଅନେକ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ମହମ୍ମଦ
ଇମତିଆଜ ଖାନ୍,

Leave a Reply

Your email address will not be published. Required fields are marked *