କଟକ //ବରିଷ୍ଠ ଅନୁଷ୍ଠାନ ଜୟ ଜଗନ୍ନାଥ ସୋସାଇଟି, ଉତ୍ତମାପୁର, ବାଲିକୁଦା, କଟକ ତରଫରୁ ୭୯ ତମ ସ୍ବାଧିନତା ଦିବସ ପାଳନ କରାଯାଇଛି।ସଭାପତି ଡଃ ବ୍ରଜ କିଶୋର ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ, ଓ ଜାତୀୟ ସ୍ଵାର୍ଥକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିଲେ

Spread the love

କଟକ ତା୧୫-୮-ଦର୍ଶନ ସମୀକ୍ଷା
ବରିଷ୍ଠ ଅନୁଷ୍ଠାନ ଜୟ ଜଗନ୍ନାଥ ସୋସାଇଟି, ଉତ୍ତମାପୁର, ବାଲିକୁଦା, କଟକ ତରଫରୁ ୭୯ ତମ ସ୍ବାଧିନତା ଦିବସ ପାଳନ କରାଯାଇଛି।

ସଭାପତି ଡଃ ବ୍ରଜ କିଶୋର ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏ ଅବସରରେ ଡଃ ନାୟକ‌ ଭାରତର କଷ୍ଟଲବ୍ଧ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଅବଦାନ କୁ ସ୍କରଣ କରିବା ସହିତ ସଙ୍କିର୍ଣ୍ଣସ୍ବାର୍ଥକୁ ତ୍ୟାଗକରି

ଜାତୀୟ ସ୍ଵାର୍ଥକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିଲେ,
ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଗୈାରହରି ସାମଲ, ସହ ସମ୍ପାଦକ ରମାକାନ୍ତ ସାହୁ, ଇଂଜିନିୟର ଆଦିତ୍ୟ ପ୍ରସାଦ ପାତ୍ର, କିଶୋର ରାୟ, ରବିନାରାୟଣ ସ୍ଵାଇଁ, ରସାନନ୍ଦ ପୁହାଣ, ଉମାକାନ୍ତ ମହାନ୍ତି,ମୁନିଆ ନାୟକ, ଉପସଭାପତି ଶିଶିର ରଞ୍ଜନ
ମହାନ୍ତି, ବିଶ୍ଵଜିତ ମହାନ୍ତି,ବାବୁଲି ସାମଲ, ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାତ୍ର, ପ୍ରଶାନ୍ତ କାନୁନଗୋ, ବିଭୁତି ପଟ୍ଟନାୟକ, ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି, ରଘୁନାଥ ବେହେରା, ସଙ୍ଗୀତକାର କରୁଣାକର,ସ୍ବମ୍ୟ ମହାପାତ୍ର,
କୋଷାଧ୍ୟକ୍ଷ ସଦାନନ୍ଦ ସେନାପତି, ଇଞ୍ଜିନିୟର ତ୍ରିବିକ୍ରମ ପାଣି, ଆଇନଜୀବୀ ଦିଲ୍ଲିପ ଲେଙ୍କା, ପ୍ରକାଶ ଲେଙ୍କା,ବିଜୟ ସାହୁ, ପିତବାସ ଖାଡଙ୍ଗା, ସୈାଦାମିନୀ ଶତପଥୀ, ପ୍ରିତୀଶ୍ରୀ ଶତପଥୀ, ପ୍ରିୟମ୍ବଦା ମିଶ୍ର,ମାଡାମ ପାଣି
ଓ ମାଡାମ ସାହୁ ପ୍ରମୁଖ ଉପସ୍ଥିତ ରହି ଜାତୀୟ ପତାକା କୁ ଅଭିବାଦନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *