କଟକ :ଦର୍ଶନ ସମୀକ୍ଷା
ଉର୍ବଶୀ ଆର୍ଟ୍ସ ବ୍ୟାନର ରେ ନିର୍ମାଣ ହେବାକୁ ଥିବା ଟେଲିଫିଲ୍ମ କୋକୋ ର ଶୁଭ ମୁହୂରତ ଦେଉଝର ଜଳ ପ୍ରପାତ ସ୍ଥିତ ତାରିଣୀ ମନ୍ଦିର ରେ ଅନୁଷ୍ଠିତ ହେଇଯାଇଛି..
ଏହି ଚଳଚିତ୍ର ର ପ୍ରଯୋଜନା ଶ୍ରୀ କମଳାକାନ୍ତ କର ଥିବା ବେଳେ ଚିତ୍ରନାଟ୍ୟ ସଂଳାପ ଓ ନିର୍ଦେଶନା ଦାଇତ୍ୱ ଚଳଚିତ୍ର ଜଗତର ଜଣାଶୁଣା କ୍ୟାପଟେନ ଶ୍ରୀ ସ୍ୱପନ କୁମାର ମିଶ୍ର ଥିବା ବେଳେ କୋକୋର କାହାଣୀ ରଚନା କରିଛନ୍ତି ଡ଼ଃ ବଜୟନ୍ତୀ ମିଶ୍ର…ଚଳଚିତ୍ର ର ଚିତ୍ର ଉତ୍ତାଳନ କରିଛନ୍ତି ତପନ ମହାନ୍ତି. ମୁଖ୍ୟ ଭୂମିକାରେ ରହିଛନ୍ତି ଆଦ୍ୟାଶ୍ୟା, ମଧୁ ଓ ମୁର୍ତ୍ତୁଞ୍ଜୟ…ଚଳଚିତ୍ର ର କାହାଣୀ ଟି ଆଦିବାସୀ ସଂସ୍କୃତି ଉପରେ ଆଧାରିତ…
Leave a Reply