Spread the love

ଗୋଟିଏ କୁଚକ୍ରୀଗୋଷ୍ଠୀରଚକ୍ରାନ୍ତ- ରଘୁନନ୍ଦନ
ଟିକେଟ କଟିବା ପରେ ଚକ୍ରାନ୍ତ କହିଲେ ବିଧାୟକ ରଘୁନନ୍ଦନ ଦାସ
କିଛି କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ଯୋଗୁଁ ଟିକେଟ କଟିଥିବା କହିଲେ
ଅସୁସ୍ଥ ଥିବା ବେଳେ ବିରୋଧୀ ହାୱା ସୃଷ୍ଟି ହୋଇଥିବା କୁହାଗଲା’
ଚ୍ୟାଉପଟ୍ଟନାୟକ, ବଦ୍ରି ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅଶ୍ବିନୀ ପାତ୍ର ଟିକେଟ ପାଇଛନ୍ତି’
‘ଜିଲ୍ଲାସ୍ତରୀୟ କିଛି ନେତାଙ୍କ ଚକ୍ରାନ୍ତ ଯୋଗୁଁ ମୋତେ ଟିକେଟ ମିଳିନି’
ତିନି ତୁଣ୍ଡରେ ଛେଳି କୁକୁର ଭଳି ଅବସ୍ଥା ହୋଇଛି- ରଘୁନନ୍ଦନ
ମୋ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ ଖବର ପହଞ୍ଚି ପାରିନି’
‘ଏବେ ତ ଦଳ ସହ ଅଛି, ଆବଶ୍ୟକ ପଡ଼ିଲେ ସବୁକିଛି ତ୍ୟାଗ କରିବି’

Leave a Reply

Your email address will not be published. Required fields are marked *