Spread the love

SBIକୁସବୁତଥ୍ୟମାଗିଲେସୁପ୍ରିମକୋର୍ଟ!.
-ଇଲେକ୍ଟୋରାଲ ବଣ୍ଡ୍‌ ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
-ସମସ୍ତ ତଥ୍ୟ ସାର୍ବଜନୀନ କରିବାକୁ SBIକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
-ଇଲେକ୍ଟୋରାଲ ବଣ୍ଡ୍‌ ନମ୍ବର ସହ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ
-ବଣ୍ଡ୍‌ ସମ୍ପର୍କିତ ସବୁ ତଥ୍ୟ ଦେବାକୁ SBI ବାଧ୍ୟ କହିଲେ ସୁପ୍ରିମକୋର୍ଟ
-‘ତଥ୍ୟ ଦେବାରେ ଏସ୍‌ବିଆଇ ବାଛବିଚାର କରିପାରିବ ନାହିଁ’!.
SBIକୁସୁପ୍ରିମକୋର୍ଟଙ୍କଡେଡ୍‌ଲାଇନ୍‌!.
-ଏସ୍‌ବିଆଇକୁ ପୁଣି ଡେଡ୍‌ଲାଇନ୍ ଦେଲେ ସୁପ୍ରିମକୋର୍ଟ
-ମାର୍ଚ୍ଚ ୨୧ ସଂଧ୍ୟା ୫ଟା ସୁଦ୍ଧା ସବୁ ତଥ୍ୟ ଦେବାକୁ ନିର୍ଦ୍ଦେଶ
-ସମସ୍ତ ତଥ୍ୟ ସାର୍ବଜନୀନ କରିବାକୁ SBIକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
-ଇଲେକ୍ଟୋରାଲ ବଣ୍ଡ୍‌ ନମ୍ବର ସହ ସମସ୍ତ ତଥ୍ୟ ଦେବାକୁ କହିଲେ!.

Leave a Reply

Your email address will not be published. Required fields are marked *