କଟକ :ଉତ୍ତମାପୁର ତା୨୧.୬-ଦର୍ଶନ ସମୀକ୍ଷା
ଜୟ ଜଗନ୍ନାଥ ସୋସାଇଟି ର ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଏକ
ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ସଭାପତି ଡ଼ଃ ବ୍ରଜ କିଶୋର ନାୟକ ଙ୍କ ଅଧ୍ୟକ୍ଷ ତାରେ ଯୋଗ ଗୁରୁ ମିନତି ବେହେରା ଓ ସନ୍ଧ୍ୟା ରାଣୀ ପରିଡା ଯୋଗ ଦେଇ ଥିଲେ। ପ୍ରାରମ୍ଭରେ ବରିଷ୍ଠ ସଦସ୍ୟ ଶ୍ରୀ ଅନିରୁଦ୍ଧ ପ୍ରଧାନ, ଗୈାରହରି ସାମଲ, ଲକ୍ଷ୍ମୀ କାନ୍ତ ଶତପଥୀ ଓ ରବିନାରାୟଣ ସ୍ଵାଇଁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ବହୁ ବରିଷ୍ଠ ସଦସ୍ୟ ଶ୍ରୀ ରସାନନ୍ଦ ପୁହାଣ, ଉମାକାନ୍ତ ମହାନ୍ତି, ପ୍ରଫେସର ହରି ବଲ୍ଲଭ ଦାଶ, ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାତ୍ର,ସହ ସମ୍ପାଦକ ରମାକାନ୍ତ ସାହୁ, ଉପସଭାପତି ଶିଶିର ରଞ୍ଜନ
ମହାନ୍ତି, ଇଂଜିନିୟର ଆଦିତ୍ୟ ପ୍ରସାଦ ପାତ୍ର, ବିଭୁତି ଭୁଷଣ ପଟ୍ଟନାୟକ, ଅବନୀ ଦାଶ, ବିଶ୍ଵନାଥ ସାହୁ, ସୁମନ୍ତ ସ୍ଵାଇଁ,
ମୁନିଆ ନାୟକ, ଦିଲିପ ଲେଙ୍କା,
ସୋମ୍ୟରଞ୍ଜନ ମହାପାତ୍ର, ସୁଶାନ୍ତ ବିଶ୍ବାଳ, ପିଣ୍ଟୁ ପଟ୍ଟନାୟକ, ରଘୁନାଥ ବେହେରା, ମନୋଜ ସାମଲ, ସ୍ମିତା ଦାଶ ,ଅମିତ ପାଲ

ପ୍ରମୁଖ ଯୋଗ ଦେଇ ଆନ୍ତର୍ଜାତିକ ଯୋଗ ଦିବସକୁ ସଫଳ କରିଥିଲେ। ଏହାକୁ ପରିଚାଳନା କରିଥିଲେ ଉପଦେଷ୍ଟା ତଥା ବରିଷ୍ଠ ସଦସ୍ୟ ଶ୍ରୀ ରମେଶ ଚନ୍ଦ୍ର ପାତ୍ର।
ଡଃ ବ୍ରଜ କିଶୋର ନାୟକ
ସଭାପତି, ଜୟ ଜଗନ୍ନାଥ ସୋସାଇଟି
Leave a Reply