Spread the love

ମୁର୍ତ୍ତୃ ଭିକ୍ଷା ମାଗୁଛନ୍ତି ଜେଟ ଏଆର ୱେଜ ର ମାଲିକ ନରେଶ ଗୋଏଲ, ମୁମ୍ବାଇ ର ଅର୍ଥରରୋଡ଼ ଜେଲରେ ଅଛନ୍ତି ଗୋଏଲ, 500କୋଟି ଟଙ୍କାର ଉର୍ଦ୍ଧ ଠକେଇରେ ରହିଛନ୍ତି ଜେଲରେ, ଶନିବାର ଦିନ କୋର୍ଟ ରେ ତାଙ୍କର କେଶ ଚାଲୁଥିବା ବେଳେ ଭାବବିହଳ ହେଇପଡିଲେ କହିଲେ, ମାତ୍ର 50 ହଜାର ଟଙ୍କାରେ ନିଜର ଟ୍ରାଭେଲ ଏଜେଣ୍ଟ କାମ ଆରମ୍ଭ କରିଥିଲେ, ଧୀରେ ଧୀରେ ନିଜ ବ୍ୟବସାୟ ବଢିବା ବେଳେ ଅନେକ ଲୋକଙ୍କ ସମ୍ପର୍କ ରେ ଆସି ଆରମ୍ଭ କରିଥିଲେ ବିମାନ ସେବା, କିନ୍ତୁ କିଛିଦିନ ବେଶ ଲାଭ ଦେଉଥିଲା କମ୍ପାନୀ ବାକି ଜୀବନ ଆରାମରେ କଟିବ ବୋଲି ଭାବିଥିଲେ, କିନ୍ତୁ ଭଗବାନ ଙ୍କ ଲୀଳା ଥିଲା ବିଚିତ୍ର, କୁଆଡୁ କଳା ବାଦଲ ଆସି ସର୍ବସ୍ୱ ଶେଷ କଲା,, ନରେଶ କହିଲେ ମୁଁ ବର୍ତମାନ ଭାଂଗିପଡ଼ିଛି ବୃଦ୍ଧ ବୟସରେ ମୋ ଏକ ମାତ୍ର ଚିନ୍ତା ମୋ ସ୍ତ୍ରୀ ଙ୍କର କ୍ୟାନ୍ସର ଶେଷ ପର୍ଯ୍ୟାୟରେ, କିପରି ଭଗବାନ ମୋତେ ନେଇଯାନ୍ତୁ, ମୁଁ ଆଉ ବଂଚିବାକୁ ଚାଁହୁନି,,

Leave a Reply

Your email address will not be published. Required fields are marked *