Spread the love

“ଆଳୁ ସଂକଟ ! ଯେତିକି ଆଳୁ ଅଛି ୩ ଦିନରେ ସରିଯିବ… ୨ଟି ଟ୍ରେନରେ ଆଳୁ ଆଣିବାକୁ ସରକାର ଯୋଜନା କରୁଥିବା କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଯୋଗାଯୋଗ ଚାଲିଥିବା ସେ କହିଥିଲେ ।”

Leave a Reply

Your email address will not be published. Required fields are marked *