Spread the love

ଆମର କିଛି ଭୁଲ୍ ନାହିଁ- ହାଇଟେକ୍‌
ଚିହ୍ନଟ ପରିବାର କରିଛନ୍ତି , ଆମର କିଛି ଭୁଲ୍ ନାହିଁ: ହାଇଟେକ୍‌.
ହାଇଟେକ୍‌ ପକ୍ଷରୁ CEO ସ୍ମିତା ପାଢୀ ଓ ଡାକ୍ତର ଅମ୍ରିତ ପାଟ୍ଟଯୋଶୀଙ୍କ ମନ୍ତବ୍ୟ.
ପରିବାର ଚିହ୍ନଟ କରିପାରିନାହାନ୍ତି, ଆମର ଦୋଷ ନାହିଁ’.
*-‘ଦୁର୍ଘଟଣା ପରେ ୪ ଜଣଙ୍କୁ ତାଙ୍କ ଠିକାଦାର ଆଡମିଶନ କରାଇଥିଲେ’!.*
[‘ଠିକାଦାର ଦେଇଥିବା ପରିଚୟ ଅନୁସାରେ ସେମାନଙ୍କ ଚିକିତ୍ସା ଚାଲିଥିଲା’.*
*-‘୩୦ ତାରିଖରେ ଦିଲୀପ ପରିଚୟରେ ଚିକିତ୍ସିତ ରୋଗୀଙ୍କ ମୃତ୍ୟୁ ଘଟିଥିଲା’.*
*-‘ଆମେ ପୋଲିସକୁ ମୃତଦେହ ହସ୍ତାନ୍ତର କରିଥିଲୁ, ପରିବାର ନେଇଥିଲେ’.*
*-‘କାଲି ଜ୍ୟୋତି କୁହାଯାଉଥିବା ବ୍ୟକ୍ତି ଭେଣ୍ଟିଲେଟରରୁ ବାହାରିଥିଲେ’!.*
‘ଭେଣ୍ଟିଲେଟରରୁ ବାହାରିବା ପରେ ସେ ନିଜକୁ ଦିଲୀପ ବୋଲି କହିଥିଲେ’.*
*-‘ମାନସିକ ରୋଗ ବିଶେଷଜ୍ଞକୁ ଡାକି ତାଙ୍କୁ ଅଧିକ ପଚରାଉଚରା ହୋଇଥିଲା’.*
*-‘ଉଭୟ ପରିବାର ଲୋକଙ୍କୁ ଡକାଯାଇଥିଲା , ସେମାନେ ଚିହ୍ନଟ କରିଥିଲେ’.*
*-‘ଉଭୟ ପରିବାର ଚିହ୍ନଟରୁ ଜୀବିତ ବ୍ୟକ୍ତି ଜ୍ୟୋତି ନୁହେଁ ବୋଲି କୁହାଯାଇଥିଲା’!.*
କେହି ରୋଗୀ ଆସିଲେ ଆଗ ଚିକିତ୍ସା କରିବା ଆମ ଦାୟିତ୍ୱ- ହାଇଟେକ୍‌.*
*-‘ପରିଚୟ ଜାଣିବା ଆମ କାମ ନୁହେଁ , ଚିକିତ୍ସା କରିବା ଆମ କାମ’.*
*-‘ଆମେ ପୋଲିସକୁ ମୃତଦେହ ଦେଇଛୁ , ପରିବାର ଲୋକଙ୍କୁ ନୁହେଁ’!.*
‘ମୋଷ୍ଟ ପ୍ରୋବାବ୍‌ଲି ଦିଲୀପ ଜୀବିତ’*
*-ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ପ୍ରେସମିଟ୍‌.*
*-ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରେସମିଟ୍‌.*
*-‘ଆମେ କହିବା ମୋଷ୍ଟ ପ୍ରୋବାବ୍‌ଲି ଦିଲୀପ ସାମନ୍ତରାୟ ବଞ୍ଚିଛନ୍ତି’.*
*-‘ଚିକିତ୍ସିତ ବ୍ୟକ୍ତି ୯୫% ଦିଲୀପ ସାମନ୍ତରାୟ ହୋଇଥିବା ଲାଗୁଛି’!.*
*-‘ଜ୍ୟୋତିରଞ୍ଜନ ନିଜକୁ ଦୃଢ଼ତାର ସହ ଦିଲୀପ ବୋଲି ପରିଚୟ ଦେଉଛନ୍ତି’.*
*-‘ଦୁଇ ପରିବାର ମଧ୍ୟ ବ୍ୟକ୍ତି ଜଣଙ୍କ ଦିଲୀପ ହୋଇଥିବା ଅନୁମାନ କରୁଛନ୍ତି’.*
*-ଦ୍ୱନ୍ଦ୍ୱ ଦୂର ପାଇଁ ଡିଏନ୍‌ଏ ଟେଷ୍ଟ କରାଯିବ କହିଲେ କର୍ତ୍ତୃପକ୍ଷ.*
*-‘ବିସ୍ଫୋରଣ ପରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା’!.*
ଠିକା ସଂସ୍ଥା କର୍ମଚାରୀଙ୍କ ପରିଚୟ ଆଧାରରେ ସେମାନଙ୍କ ଚିକିତ୍ସା ଚାଲିଥିଲା’.*
*-‘୩୦ରେ ମୃତ ବ୍ୟକ୍ତି ଦିଲୀପ ବୋଲି ଠିକା ସଂସ୍ଥା କର୍ମଚାରୀ ଚିହ୍ନଟ କରିଥିଲେ’.*
*-‘ପରିବାର ଲୋକେ ମୃତଦେହ ଚିହ୍ନଟ ପରେ ବ୍ୟବଚ୍ଛେଦ ହୋଇଥିଲା’.*
*-ଆଇନଗତ ଏବଂ ନୈତିକତା ଦୃଷ୍ଟିରୁ ଆମେ ଠିକ୍‌- ହାଇଟେକ୍‌!.*

Leave a Reply

Your email address will not be published. Required fields are marked *