ଆଜି ୱାକଫ ବୋର୍ଡ ଓଡ଼ିଶା ମୁଖ୍ୟ କାର୍ଯ୍ୟାଳୟର ଶିଳାନ୍ୟାସ କାର୍ଯକ୍ରମ ଅନୁଷ୍ଠିତ ହୋଇଛି । ମୁଖ୍ୟଅତିଥି ରୁପେ ଓଡ଼ିଶା ଆଇନ୍, ସଂଖ୍ୟାଲଘୁ, ହରିଜନ ଓ ଆଦିବାସୀ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା, ଛାତ୍ର ଜନତା ଦଳର ସଭାପତି, ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, କଟକ ମହାନଗର ମେୟର ଶ୍ରୀ ସୁଭାଷ ସିଂ, ଓଡ଼ିଶା ସରକାର ନିରାମୟ ଉପଦେଷ୍ଠା ଶ୍ରୀ ରଞ୍ଜନ ବିଶ୍ଵାଳ ସମେତ ବିଭାଗୀୟ ଅଧିକାରୀ, ମସଜିଦ କମିଟି ସଦସ୍ୟ, ସମେତ ଅନେକ ଯୁବ ଛାତ୍ର ସାହି ମୂରବୀ ଯୋଗ ଦେଇଥିଲେ । ଓଡ଼ିଶା ୱାକଫ ବୋର୍ଡ଼ ଅଧ୍ୟକ୍ଷ ସେକ୍ ନିଜାମୁଦ୍ଦିନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
CMO Odisha Naveen Patnaik #5TMoSarkar
