Spread the love

ଆଜି ପବିତ୍ର ଦୋଳପୁର୍ଣିମା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ଓ ଦେଶ ବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି. ପ୍ରଭୁ ଶ୍ରୀକୃଷ୍ଣ ସମସ୍ତଙ୍କୁ ଭଲରେ ରଖନ୍ତୁ ରାଜ୍ୟବାସୀ ଆନନ୍ଦ ଉଲ୍ଲାସ ରେ ଏ ମହାନ ପର୍ବ ଟିକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି.

Related Post

Leave a Reply

Your email address will not be published. Required fields are marked *