Spread the love

ମିଶନଶକ୍ତିମହିଳାଙ୍କଆକାଉଣ୍ଟକୁଗଲା_ଟଙ୍କା

ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ୟୁନିଫର୍ମ ବାବଦରେ ୭୩୦ କୋଟି ଟଙ୍କା ପ୍ରଦାନ
ଟଙ୍କା ପ୍ରଦାନ ସହ ୧୪୫ କୋଟି ଟଙ୍କା ଋଣ ଫେରସ୍ତ
୦% ସୁଧରେ ୧୦ ଲକ୍ଷ ଟଙ୍କା ମିଶନ ଶକ୍ତି ଋଣ
ନବୀନ ନିବାସରେ କେନ୍ଦ୍ରାପଡ଼ାର ପ୍ରିୟଙ୍କା ମଲ୍ଲିକ

କେନ୍ଦ୍ରାପଡ଼ା ବିଧାୟକ ଟିକେଟ ପାଇଁ ଆଶାୟୀ ଅଛନ୍ତି ପ୍ରିୟଙ୍କା
ବାୟୋଡାଟା ଧରି ନବୀନ ନିବାସରେ ପହଞ୍ଚିଲେ ପ୍ରିୟଙ୍କା
୨୦୨୪ରେ ଟିକେଟ ପାଇବା ନେଇ ଆଶାୟୀ ଥିବା କହିଛନ୍ତି
ରାଜନୀତିରେ ବିଜେଡି ମହିଳାଙ୍କୁ ଅଗ୍ରାଧିକାର ଦେଉଛି: ପ୍ରିୟଙ୍କା
ମୁଖ୍ୟମନ୍ତ୍ରୀଙ୍କୁଭେଟିଲେନବରଙ୍ଗପୁର_ସାଂସଦ -ସାଂସଦ ରମେଶ ମାଝୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି -CMଙ୍କୁ ଭେଟିବା ପରେ ରମେଶ ମାଝୀଙ୍କ ପ୍ରତିକ୍ରିୟା -‘ବିଧାନସଭା କି ଲୋକସଭା ପାଇଁ ଲଢ଼ିବି ଜଣାଇ ସାରିଛି’ -ଦଳ ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ମାନିବି:
ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା
-ମେହେର, ଅଗରିଆ, କୁଲତା ସମାଜ, ସନ୍ଥକବି ଭୀମ ଭୋଇ ଟ୍ରଷ୍ଟ, ୟୁନିଟ ୪ ମଜସିଦ ପ୍ରତିନିଧି ଭେଟିଲେ
-୧୪ ସଂଗଠନର କର୍ମକର୍ତ୍ତା ଓ ପ୍ରତିନିଧି ମୁଖ୍ଯମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି।!.

Related Post

Leave a Reply

Your email address will not be published. Required fields are marked *

You Missed