Spread the love Post navigation ଏକ ପିତାର ବଳିଦାନ ତା ପରିବାରପ୍ରତି ଅତୁଳନୀୟ ଏହା ପ୍ରତିଫଳିତ ହେଉଛି ତୁର୍କୀରେ ହୋଇଥିବା ମହାବିନାଶକ ଭୂମିକମ୍ପ ପରର ଦୃଶ୍ୟ । ଉଦ୍ଧାରକାରୀ ସଦସ୍ୟ ଭୁଶୁଡି ପଡିଥିବା ଘରରୁ ଲୋକମାନଙ୍କୁ ଉଦ୍ଧାରକରୁଥିବା ସମୟରେ ଏକ ବିସ୍ମୟ ଜନକ ଦୃଶ୍ୟ ଦେଖିଲେ।ଗୋଟେ ପିତା ତା ପିଲାମାନଙ୍କୁ ବଞ୍ଚେଇବା ପାଇଁ ଏକ କାନ୍ଥ ପରି ଛିଡାହୋଇ ପିଲାମାନଙ୍କୁ ତାଙ୍କ ତଳେ ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ରଖିବାକୁ ଚେଷ୍ଟାକରି ଶେଷରେ ନିଜ ଜୀବନ ଦେଇଦେଇଛନ୍ତି କିନ୍ତୁ ପିଲାଙ୍କୁ ବଞ୍ଚେଇ ଦେଇଛନ୍ତି। 914 New Asst professors and Lecturers Join Odisha Colleges At One Go
Spirituality संयम में जीना सीखो//जिस जीवन में संयम नहीं वह जीवन पशु भले न हो पर पशुवत अवश्य हो जाता है। असंयमितता जीवन को पतन की ओर ले जाती है। Darshan Samikhya Apr 20, 2025 0 Comments
Spirituality ପତ୍ରଝଡିବା ଆଗରୁ ଯେମିତି ପତ୍ରର ରଙ୍ଗ ବଦ ଳିଯାଏ,ଠିକ୍ ସେହିପରି ମଣିଷ ବଦଳିବା ଆଗରୁ ତାର କଥା ବାର୍ତ୍ତାର ଶୈଳୀ ବଦଳି ଯାଏ। Darshan Samikhya Apr 20, 2025 0 Comments
News ଭୁବନେଶ୍ୱର //ସତ୍ୟନଗର ଲେଡିଜ୍ ଫୋରମ୍ ର ନବ ନିର୍ବାଚନ ହୋଇଯାଇଅଛି।ଏହି ସଭା ଏକାମ୍ର ହାଟ ଠାରେ ଅନୁଷ୍ଠିତ ହୋଇଯାଇଅଛି। Darshan Samikhya Apr 19, 2025 0 Comments