ଅଶି ବର୍ଷରେ ପାଦ ଦେଲେ ନବୀନ!, ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି
ନବକୃଷ୍ଣ ଚୌଧୁରୀଙ୍କ ଉପରେ ଇଂଲିଶ ଓ ଓଡ଼ିଆରେ ପ୍ରାୟ ୫ଟି ଜୀବନୀ ଓ ଅନ୍ୟ ସଂକଳନ ରହିଛି!
ନବୀନ ପଟନାୟକଙ୍କ ଉପରେ ଏବେ ସୁଦ୍ଧା ୫ରୁ ଅଧିକ ଜୀବନୀ ଓ ଅନ୍ୟ ସଂକଳନ ପ୍ରକାଶ ପାଇଛି!
Naveen Patnaik: Books
The Authoritative Biography (Revised after 2024) Ruben Banerjee/ English
ନବୀନ ପଟନାୟକ: ଭାରତର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ (Naveen Patnaik: The Best Chief Minister)/ Dr. Dasarathi Bhuyan /English
Naveen Patnaik: The Silent Reformer Onkar Mohapatra /English
Naveen Patnaik: The Iconic CM of India Razique Hosain Shaikh /English
ମାନ୍ୟବର ମୁଖ୍ୟମନ୍ତ୍ରୀ- ପଞ୍ଚାନନ କାନୁନଗୋ /Odia
………….
ମୋ ଜୀବନ ମୋ ସମୟ (Mo Jeevan Mo Samay) Atanu Sabyasachi /OdiaComedy in Khakee: The Humorous Memoirs of a Policeman Prakash Mishra, IPS /English
୮୦ ବର୍ଷରେ ପାଦ ଦେଲେ ନବୀନ!
ନବକୃଷ୍ଣ ଚୌଧୁରୀଙ୍କ ଉପରେ ଇଂଲିଶ ଓ ଓଡ଼ିଆରେ ପ୍ରାୟ ୫ଟି ଜୀବନୀ ଓ ଅନ୍ୟ ସଂକଳନ ରହିଛି!
ନବୀନ ପଟନାୟକଙ୍କ ଉପରେ ଏବେ ସୁଦ୍ଧା ୫ରୁ ଅଧିକ ଜୀବନୀ ଓ ଅନ୍ୟ ସଂକଳନ ପ୍ରକାଶ ପାଇଛି!
ନବୀନ ପଟ୍ଟନାୟକଙ୍କ ନୀତି ‘ନବୀନ ନୀତି’ ନାଁରେ ସାରା ଦେଶରେ ପରିଚିତ।
ନବୀନ ଗୌତମ ବୁଦ୍ଧଙ୍କ ଅଷ୍ଟାଙ୍ଗ ମାର୍ଗ (ସତ୍ ଦୃଷ୍ଟି, ସତ୍ ସଂକଳ୍ପ, ସତ୍ ବାଣୀ, ସତ୍ କର୍ମ, ସତ୍ ଜୀବିକା, ସତ୍ ପ୍ରୟାସ, ସତ୍ ମନ, ସତ୍ ସମାଧି)ରେ ବିଶ୍ବାସ କରନ୍ତି- ମାନସ ମଙ୍ଗରାଜ, ରାଜ୍ୟସଭା ସାଂସଦ
Leave a Reply