ଅଭୁଲା ଅତୀତ //ମୂଁ 1966ରେ ଅମ୍ରୁତ ବଜାର (ଇଂଲିଶ) ପତ୍ରିକାରେ କଟକରେ ସହ-ସମ୍ପାଦକ ଭାବେ ନିଯୁକ୍ତି ପାଇଲି। ମାତ୍ର କ୍ୟାରିଅରରେ ହଜାର ହଜାର ଫଟୋ ଉଠାଇଛି। ମୋ’ର ମରୁଡ଼ି ଫଟୋ ଦେଖି ଇନ୍ଦିରା ଗାନ୍ଧୀ ଓଡ଼ିଶା ଆସିଥିଲେ। ମୁଁ ନନ୍ଦିନୀ ଶତପଥୀଙ୍କର ବଡ଼ ସମାଲୋଚକ ଥିଲି। ଅବଶ୍ୟ ଫେମିନାରେ ତାଙ୍କର କଭର ଷ୍ଟୋରିରେ ଲାଗିଥିବା ଫଟୋ ମୁଁ ଉଠାଇଥିଲି-ପ୍ରଶାନ୍ତ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ

Spread the love

‘ମୁଁ 1966ରେ ଅମ୍ରୁତ ବଜାର (ଇଂଲିଶ) ପତ୍ରିକାରେ କଟକରେ ସହ-ସମ୍ପାଦକ ଭାବେ ନିଯୁକ୍ତି ପାଇଲି। ମାତ୍ର କ୍ୟାରିଅରରେ ହଜାର ହଜାର ଫଟୋ ଉଠାଇଛି। ମୋ’ର ମରୁଡ଼ି ଫଟୋ ଦେଖି ଇନ୍ଦିରା ଗାନ୍ଧୀ ଓଡ଼ିଶା ଆସିଥିଲେ। ମୁଁ ନନ୍ଦିନୀ ଶତପଥୀଙ୍କର ବଡ଼ ସମାଲୋଚକ ଥିଲି। ଅବଶ୍ୟ ଫେମିନାରେ ତାଙ୍କର କଭର ଷ୍ଟୋରିରେ ଲାଗିଥିବା ଫଟୋ ମୁଁ ଉଠାଇଥିଲି।
ନନ୍ଦିନୀ ଶତପଥୀ ମୋତେ ଓ ମୋ ସ୍ତ୍ରୀଙ୍କୁ ତାଙ୍କ ବାସଭବନ ଡକାଇଥିଲେ। ଗୋଟିଏ କ୍ୟାନନ୍ କ୍ୟାମେରା ଉପହାର ଦେଇଥିଲେ। କହିଲେ, ଏକଥା ତଥାଗତକୁ କହିବୁ ନାହିଁ। ସେ ଏହାକୁ ଅଲଗା ଭାବରେ ନେଇପାରେ। ତେବେ ମୋ ସ୍ତ୍ରୀକୁ କହିଲେ, ତାକୁ କ୍ୟାମେରା ନେବାକୁ ବାଧ୍ୟ କର। ନହେଲେ ସେ ଏହାକୁ ଲାଞ୍ଚ କହିବ। ମୁଁ କହିଲି- ମୁଁ କାହିଁକି ଏମିତି କହିବି?’—ପ୍ରଶାନ୍ତ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ

Leave a Reply

Your email address will not be published. Required fields are marked *