Spread the love


ହସ ପଛରେ ଲୁଚି ରହିଥିବା ଦୁଃଖ ଆଉ ରାଗ ପଛରେ ଲୁଚିଥିବା ଭଲପାଇବା ସମସ୍ତେ ବୁଝି ପାରନ୍ତି ନାହିଁ ଏଠି କିଛିବି ଚିରସ୍ଥାୟୀ ନୁହେଁ ନା ଖୁସି ନା ସମ୍ପର୍କ ନା ଜୀବନ କେବଳ ଅଭିନୟ


ଜନମ ଦେଇଛ କରମ ଦେଇଛ ଧରିଛ ଭାଗ୍ଯର ଡୋରି, ଜୀବନ ନାଟକେ ତୁମେ ନିର୍ଦ୍ଦେଶକ କେହିନୁହେଁ ତୁମପରି । ଅନ୍ଧାର ରାଇଜେ ଆଲୋକର ଶିଖା ତୁମେ ପ୍ରଭୁ ଜଗନ୍ନାଥ, ତୁମରି ଆଶ୍ରିତ ଏ ସାରା ଜଗତ ଏହା ଅଟେ ଚିର ସତ୍ଯ ।

ଦୂର ଦୂରାନ୍ତରୁ ଭକତ ଆସନ୍ତି ଭକ୍ତିଭାବ ମନେ ନେଇ, ଆତ୍ମାଶାନ୍ତି ଲଭି ସ୍ବସ୍ଥାନ ଫେରନ୍ତି ତୁମ ଆଶୀର୍ବାଦ ପାଇ । ସାରା ସଂସାରରେ ପ୍ରଚାରିତ ହୁଏ ତୁମ ମହିମାର ବାର୍ତ୍ତା, ଏ ଦୁନିଆ ଜାଣେ ପ୍ରଭୁ ଜଗନ୍ନାଥ ଅଟନ୍ତି ସର୍ବୋଚ୍ଚ କର୍ତ୍ତା।

ଜୟ ଜଗନ୍ନାଥ।

Related Post

Leave a Reply

Your email address will not be published. Required fields are marked *

You Missed